ARTICLE AD BOX
/sambad/media/media_files/2026/11/14/652367-2026-11-14-13-23-35.jpeg)
ମୁମ୍ବାଇ: ଦେଶବ୍ୟାପୀ ଲକ୍ଷ ଲକ୍ଷ ଭକ୍ତ ମହାରାଷ୍ଟ୍ରର ଶିରିଡ଼ିସ୍ଥିତ ସାଇବାବାଙ୍କ ଉପରେ ଅଟଳ ବିଶ୍ୱାସ ରଖିଛନ୍ତି। ବାବାଙ୍କ ମନ୍ଦିରକୁ ଭକ୍ତମାନେ ନିଜର ଭକ୍ତି ଓ ସାମର୍ଥ୍ୟ ଅନୁଯାୟୀ ବିଭିନ୍ନ ଉପହାର ଏବଂ ଦାନ ଅର୍ପଣ କରିଥାନ୍ତି। ନିକଟରେ ଜଣେ ଭକ୍ତ ନିଜ ନାମ ଗୋପନ ରଖି ସାଇବାବାଙ୍କୁ ଏକ ମୂଲ୍ୟବାନ ଉପହାର ପ୍ରଦାନ କରିଛନ୍ତି।
ଢେଙ୍କାନାଳଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚାରି ମହଲାରୁ ଡେଇଁ ପ୍ରାଣ ହରାଇଲେ ରୋଗୀ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
6


