ARTICLE AD BOX
ଘୁ.ଉଦୟଗିରିର ଜଗନ୍ନାଥ ମନ୍ଦିର ପରିସରରେ ଗିରି ଗୋବର୍ଦ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତିନି ମୂର୍ତ୍ତିଙ୍କୁ ରାମ ବଳରାମ ବେଶରେ ସୁସଜ୍ଜିତ କରାଯିବା ସହ ମହା ଆଳତୀ ଅନୁଷ୍ଠିତ ହୋଇଥିଲା। ତାପରେ ଗୋମାତାଙ୍କୁ ସଜ୍ଜିତ କରାଯାଇ ମନ୍ଦିର ସମ୍ମୁଖରେ ପୂଜାପାଠ ସହ ଆଳତି କରାଯିବା ପରେ ମନ୍ଦିର ପରିସରକୁ ନେଇ ପୁଣି ଶ୍ରୀକୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ବେଶ ସମ୍ମୁଖରେ ଗୋମାତାଙ୍କୁ ରଖି ପୂଜାପାଠ ସହ ଆଳତୀ କରାଯିବା ପରେ ପ୍ରଥମେ ଗୋମାତାଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥିଲା।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
2


