ARTICLE AD BOX
ମେଷ: ରବି ଓ ସୋମବାର ମୂଲ୍ୟବାନ ଜିନିଷ ସମ୍ଭାଳି କରି ରଖନ୍ତୁ। ମଙ୍ଗଳ ଓ ବୁଧବାର ଆର୍ଥିକ ମାମଲାରେ ଲାଭ ପାଇବେ। ଗୁରୁ ଓ ଶୁକ୍ରବାର ଚାକିରିଆଙ୍କ ଲାଗି ସମୟ ଭଲ। ଶନିବାର ବ୍ୟବସାୟ ବୃଦ୍ଧି ହେବ।
/sambad/media/post_attachments/sites/default/files/2026/09/26/1984617-1-3-5-599087.jpg)
ବୃଷ: ରବି ଓ ସୋମବାର ବୈବାହିକ ଜୀବନ ସୁଖମୟ ହେବ। ମଙ୍ଗଳ ଓ ବୁଧବାର ଭଲ ଜାଗାରେ ନିବେଶ କରିପାରନ୍ତି। ଗୁରୁ ଓ ଶୁକ୍ରବାର କ୍ୟାରିୟର୍ରେ ନୂଆ ଅବସର ପାଇବେ। ଶନିବାର ବ୍ୟବସାୟରେ ଲାଭ ହେବ।
/sambad/media/post_attachments/sites/default/files/2026/09/26/1984616-2-3-767498.jpg)
ମିଥୁନ: ରବି ଓ ସୋମବାର ଛୋଟିଆ ସୁଯୋଗ ଆର୍ଥିକ ସ୍ଥିତିକୁ ମଜଭୁତ କରିପାରେ। ମଙ୍ଗଳ ଓ ବୁଧବାର ଦାମ୍ପତ୍ୟ ଜୀବନ ଭଲ ରହିବ। ଗୁରୁ ଓ ଶୁକ୍ରବାର ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ଶନିବାର ସରକାରୀ କାମ ପୂରା ହେବ।
/sambad/media/post_attachments/sites/default/files/2026/09/26/1984615-3-3-878080.jpg)
କର୍କଟ: ରବି ଓ ସୋମବାର ବିବାଦଠୁ ଦୂରରେ ରହନ୍ତୁ। ମଙ୍ଗଳ ଓ ବୁଧବାର ଜୀବନରେ ନୂଆ ଖୁସି ଆସିବ। ଗୁରୁ ଓ ଶୁକ୍ରବାର ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ଶନିବାର ନୂଆ ଶକ୍ତି ଅନୁଭବ କରିବେ।
/sambad/media/post_attachments/sites/default/files/2026/09/26/1984614-4-3-229600.jpg)
ସିଂହ: ରବି ଓ ସୋମବାର କାମରେ ବଡ଼ଙ୍କ ସହଯୋଗ ପାଇବେ। ମଙ୍ଗଳ ଓ ବୁଧବାର ଚାକିରିରେ ପଦୋନ୍ନତି ସହ ବଦଳିର ସମ୍ଭାବନା। ଗୁରୁ ଓ ଶୁକ୍ରବାର ଖର୍ଚ୍ଚ କମ୍ କରନ୍ତୁ। ଶନିବାର ବ୍ୟାବସାୟିକ ଯାତ୍ରା ଲାଭପ୍ରଦ ହେବ।
/sambad/media/post_attachments/sites/default/files/2026/09/26/1984613-5-3-398876.jpg)
କନ୍ୟା: ରବି ଓ ସୋମବାର ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ମଙ୍ଗଳ ଓ ବୁଧବାର କାମରେ ସକାରାତ୍ମକ ଫଳ ପାଇବେ। ଗୁରୁ ଓ ଶୁକ୍ରବାର ଲୋକେ ଆପଣଙ୍କର ପ୍ରଶଂସା କରିବେ। ଶନିବାର ଧନଲାଭ ହେବ।
/sambad/media/post_attachments/sites/default/files/2026/09/26/1984612-6-3-648635.jpg)
ତୁଳା: ରବି ଓ ସୋମବାର ବ୍ୟବସାୟରେ ଭଲ ପରିଣାମ ପାଇବେ। ମଙ୍ଗଳ ଓ ବୁଧବାର ଅଧିକ ଉତ୍ତେଜିତ ହୁଅନ୍ତୁନାହିଁ। ଗୁରୁ ଓ ଶୁକ୍ରବାର ଧର୍ମ କାର୍ଯ୍ୟ ଆଡ଼କୁ ମନ ଢଳି ରହିବ। ଶନିବାର ଚାକିରିରେ ପଦୋନ୍ନତି ମିଳିବ।
/sambad/media/post_attachments/sites/default/files/2026/09/26/1984611-7-3-389196.jpg)
ବିଛା: ରବି ଓ ସୋମବାର ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ। ମଙ୍ଗଳ ଓ ବୁଧବାର ମନରେ ରୋଜଗାର କରିବାର ବିଚାର ଆସିବ। ଗୁରୁ ଓ ଶୁକ୍ରବାର କିଛି ଆଶା ପୂରଣ ହେବ। ଶନିବାର ଧାର୍ମିକ ସତ୍ସଙ୍ଗକୁ ଯିବେ।
/sambad/media/post_attachments/sites/default/files/2026/09/26/1984610-8-3-709820.jpg)
ଧନୁ: ରବି ଓ ସୋମବାର ଆତ୍ମବିଶ୍ବାସ ବହୁତ ଭଲ ରହିବ। ମଙ୍ଗଳ ଓ ବୁଧବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଗୁରୁ ଓ ଶୁକ୍ରବାର ବେପାରୀବର୍ଗଙ୍କର ଆମଦାନି ବଢ଼ିବ। ଶନିବାର ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
/sambad/media/post_attachments/sites/default/files/2026/09/26/1984609-9-3-952398.jpg)
ମକର: ରବି ଓ ସୋମବାର ଆମଦାନି ଲାଗି ସୁଯୋଗ ପାଇବେ। ମଙ୍ଗଳ ଓ ବୁଧବାର ବୈବାହିକ ଜୀବନରେ ସୁଖୀ ରହିବେ। ଗୁରୁ ଓ ଶୁକ୍ରବାର ବ୍ୟବସାୟ କାର୍ଯ୍ୟରେ ପ୍ରଗତି ହେବ। ଶନିବାର ଭାଗ୍ୟର ଦ୍ବାର ଖୋଲିବ।
/sambad/media/post_attachments/sites/default/files/2026/09/26/1984608-10-3-730626.jpg)
କୁମ୍ଭ: ରବି ଓ ସୋମବାର ଉନ୍ନତି ଲାଗି ନୂଆ ସାଧନ ପାଇବେ। ମଙ୍ଗଳ ଓ ବୁଧବାର ସମାଜରେ ଆପଣଙ୍କ ଭାବମୂର୍ତ୍ତି ଭଲ ହେବ। ଗୁରୁ ଓ ଶୁକ୍ରବାର ପାଠପଢ଼ାରେ ମନ ଲାଗିବ। ଶନିବାର ନୂଆ କାମ ମିଳିବ।
/sambad/media/post_attachments/sites/default/files/2026/09/26/1984607-11-3-332998.jpg)
ମୀନ: ରବି ଓ ସୋମବାର ଧନଲାଭ ପାଇଁ ସୁଯୋଗ ପାଇବେ। ମଙ୍ଗଳ ଓ ବୁଧବାର କୌଣସି ସହକର୍ମୀଙ୍କ ସହ ବନ୍ଧୁତାweekly-horoscope-2026-november-15-to-november-21 ହେବ। ଗୁରୁ ଓ ଶୁକ୍ରବାର ବୈବାହିକ ଜୀବନ ଭଲ ରହିବ। ଶନିବାର ପୁରୁଣା ଚିନ୍ତା ସମାପ୍ତ ହେବ।
/sambad/media/post_attachments/sites/default/files/2026/09/26/1984607-11-3-720081.jpg)

2 hours ago
1


