Weekly Horoscope 2026 November 15 to 21: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

5 hours ago 2
ARTICLE AD BOX

ମେଷ: ରବି, ସୋମ ଓ ମଙ୍ଗଳବାର ଅଫିସ୍‌ରେ ଉତ୍ତମ ପରିବେଶରେ ଖୁସି ରହିବେ। ବୁଧ ଓ ଗୁରୁବାର ପାରିବାରିକ ଜୀବନ ସୁଖଦ ରହିବ। ଶୁକ୍ର ଓ ଶନିବାର ଶତ୍ରୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ।

Aries

ବୃଷ: ରବି, ସୋମ ଓ ମଙ୍ଗଳବାର ସରକାରୀ ଓ ସାମାଜିକ କାର୍ଯ୍ୟରେ ପ୍ରଗତି ହେବ। ବୁଧ ଓ ଗୁରୁବାର ସଭାରେ ଆପଣଙ୍କ କଥାକୁ ଲୋକେ ଧ୍ୟାନ ଦେଇ ଶୁଣିବେ। ଶୁକ୍ର ଓ ଶନିବାର ସବୁପ୍ରକାର କଷ୍ଟ ଦୂର ହେବ।

Taurus

ମିଥୁନ: ରବି, ସୋମ ଓ ମଙ୍ଗଳବାର କୋର୍ଟକଚେରି ସଂପର୍କିତ ବିବାଦ ଉତ୍ପନ୍ନ ହେବ। ବୁଧ ଓ ଗୁରୁବାର ବିଶେଷ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଶୁକ୍ର ଓ ଶନିବାର କର୍ତ୍ତୃପକ୍ଷ ଉପଯୋଗୀ ଜିନିଷ ଉପହାର ଦେବେ।

Gemini

କର୍କଟ: ରବି, ସୋମ ଓ ମଙ୍ଗଳବାର ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ବୁଧ ଓ ଗୁରୁବାର କାରବାରରେ ଏକ ଲୟ ପ୍ରସ୍ତୁତକରି କାମ କରନ୍ତୁ। ଶୁକ୍ର ଓ ଶନିବାର ଧାର୍ମିକ କାର୍ଯ୍ୟରେ ସମୟ ବିତାଇବେ।

Cancer
ସିଂହ: ରବି, ସୋମ ଓ ମଙ୍ଗଳବାର ଭାଗ୍ୟ ବଦଳାଇବା ପାଇଁ ଅବସର ପାଇବେ। ବୁଧ ଓ ଗୁରୁବାର ବେପାରରେ ଆଶାଠୁ ଅଧିକ ଲାଭ ପାଇବେ। ଶୁକ୍ର ଓ ଶନିବାର ଛାତ୍ରଛାତ୍ରୀ ଶିକ୍ଷକଙ୍କ ସଂଯୋଗ ପାଇବେ।

Leo

କନ୍ୟା: ରବି, ସୋମ ଓ ମଙ୍ଗଳବାର ମନରେ ଘୂରି ବୁଲୁଥିବା ଯୋଜନା ସଫଳ ହେବ। ବୁଧ ଓ ଗୁରୁବାର ବଡ଼ କଂପାନି ସହିତ ସଉଦା ପକ୍କା ହେବ। ଶୁକ୍ର ଓ ଶନିବାର ପରିବାରରେ ଆପଣଙ୍କ ମାନ ସମ୍ମାନ ବଢ଼ିବ।

Virgo

ତୁଳା: ରବି, ସୋମ ଓ ମଙ୍ଗଳବାର ବାପାମାଆଙ୍କ ସହଯୋଗରେ ଆଗକୁ ବଢ଼ିବେ। ବୁଧ ଓ ଗୁରୁବାର ଶିକ୍ଷା ଓ କଳା ସଂପର୍କିତ କାର୍ଯ୍ୟରେ ପ୍ରଗତି ହେବ। ଶୁକ୍ର ଓ ଶନିବାର କମ୍ ପରିଶ୍ରମରେ ଅଧିକ ଲାଭ ପାଇବେ।

Libra

ବିଛା: ରବି, ସୋମ ଓ ମଙ୍ଗଳବାର ଆୟର ରାସ୍ତା ଖୋଲିବ। ବୁଧ ଓ ଗୁରୁବାର ବିବାହଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଶୁକ୍ର ଓ ଶନିବାର ଆଗକୁ ବଢ଼ିବା ପାଇଁ କିଛି ନୂଆ ଭାବିବେ।

Scorpio

ଧନୁ: ରବି, ସୋମ ଓ ମଙ୍ଗଳବାର ଟଙ୍କାପଇସା ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ବୁଧ ଓ ଗୁରୁବାର ସାହିତ୍ୟ ସଙ୍ଗୀତରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର ଅଫିସ୍‌ରେ କର୍ତ୍ତୃପକ୍ଷ ପ୍ରଶଂସା କରିବେ।

Sagittarius

ମକର: ରବି, ସୋମ ଓ ମଙ୍ଗଳବାର ପରିବାରରେ ଆନନ୍ଦ ଉଲ୍ଲାସ ରହିବ। ବୁଧ ଓ ଗୁରୁବାର ଅନାବଶ୍ୟକ ବିବାଦଠାରୁ ଦୂରରେ ରହନ୍ତୁ। ଶୁକ୍ର ଓ ଶନିବାର କାରବାରରେ ଭାଇର ସହଯୋଗ ପାଇବେ।

Capricorn

କୁମ୍ଭ: ରବି, ସୋମ ଓ ମଙ୍ଗଳବାର ପାରିବାରିକ ପରିବେଶ ପ୍ରସନ୍ନତାବର୍ଦ୍ଧକ ରହିବ। ବୁଧ ଓ ଗୁରୁବାର ନୂଆ କାରବାରରେ ରୂପରେଖ ପ୍ରସ୍ତୁତ କରିବେ। ଶୁକ୍ର ଓ ଶନିବାର ଭାଗୀଦାରି କାର୍ଯ୍ୟରେ ଲାଭ ପାଇବେ।

Aquarius

ମୀନ: ରବି, ସୋମ ଓ ମଙ୍ଗଳବାର ଧାର୍ମିକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ବୁଧ ଓ ଗୁରୁବାର ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରନ୍ତୁନାହିଁ। ଶୁକ୍ର ଓ ଶନିବାର ଉନ୍ନତି ଲାଗି ସୁଯୋଗ ଅପେକ୍ଷା କରି ରହିଛି।

Aquarius

Read Entire Article
LEFT SIDEBAR AD

Hidden in mobile, Best for skyscrapers.