ARTICLE AD BOX
ଅନୁଗୋଳ ଜିଲ୍ଲା ଜରପଡ଼ା ତୁକୁଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କାଳୀଙ୍କ ମନ୍ଦିରରୁ ୨ଟି ହୁଣ୍ତିଭାଙ୍ଗି ଲୁଟ କରିଛନ୍ତି ଦୁର୍ବୃତ୍ତ। ମନ୍ଦିରକୁ ପୂଜାରୀ ସଫା କରିବାକୁ ଆସିଥିବା ବେଳେ ହୁଣ୍ଡି ଖୋଲା ଥିବା ଦେଖିବାକୁ ପାଇଥିଲେ।
cctv captures accused Photograph: (sambad.in)ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ତୁକୁଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା କାଳୀଙ୍କ ମନ୍ଦିରରୁ ୨ଟି ହୁଣ୍ତିଭାଙ୍ଗି ଲୁଟ କରିଛନ୍ତି ଦୁର୍ବୃତ୍ତ। ମନ୍ଦିରକୁ ପୂଜାରୀ ସଫା କରିବାକୁ ଆସିଥିବା ବେଳେ ହୁଣ୍ଡି ଖୋଲା ଥିବା ଦେଖିବାକୁ ପାଇଥିଲେ।
୩୦ ହଜାରରୁ ଅଧିକ ଟଙ୍କା ଥିବା ସୂଚନା
ମନ୍ଦିର ଭିତରେ ଓ ବାହାରେ ଥିବା ହୁଣ୍ତିକୁ ଜଣେ ଦୁର୍ବୃତ୍ତ ଭାଙ୍ଗି ଟଙ୍କା ଓ ସୁନା ଲୁଟ୍ କରି ନେଇଛନ୍ତି । ଏହାର ଭିଡିଓ ସିସିଟିଭି ଭିଡିଓରେ କଏଦ ହୋଇଛି । ଏକ ମାସ ହେଲା ମନ୍ଦିର ହୁଣ୍ତି ଖୋଲା ଯାଇନଥିବା ବେଳେ ୩୦ ହଜାରରୁ ଅଧିକ ଟଙ୍କା ଥିବା ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡିଛି ।ଏନେଇ ଉଭୟ ଗ୍ରାମବାସୀଙ୍କ ପକ୍ଷରୁ ଜରପଡ଼ା ପୁଲିସକୁ ଅଭିଯୋଗ କରାଯାଇଛି ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 weeks ago
5


