Tamil Nadu: ବିବାହର ୧୪ ବର୍ଷ ପରେ ଅଲଗା ହେଲେ ତାମିଲନାଡ଼ୁ ମନ୍ତ୍ରୀ ଓ ତାଙ୍କ ପତ୍ନୀ

24 minutes ago 1
ARTICLE AD BOX

ଚେନ୍ନାଇ: ତାମିଲନାଡ଼ୁରେ ଟିଭିକେ ସରକାରରେ ମନ୍ତ୍ରୀ ଥିବା ଅଧବ ଅର୍ଜୁନ ଓ ତାଙ୍କ ପତ୍ନୀ ଡେଜି ମାର୍ଟିନ ବିବାହର ୧୪ ବର୍ଷ ପରେ ଅଲଗା ହୋଇଥିବା ସୋମବାର ଘୋଷଣା କରିଛନ୍ତି। ଲଟେରୀ ମାଗ୍ନେଟ୍ ସାଣ୍ଟିଆଗୋ ମାର୍ଟିନଙ୍କ ଝିଅ ଡେଜି ମାର୍ଟିନ କହିଛନ୍ତି ଯେ, ସେ ଓ ଅଧବ ଅର୍ଜୁନ ସେମାନଙ୍କ ପିଲାର ଖୁସି ଓ ମଙ୍ଗଳ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ। 
 
ଇନଷ୍ଟାଗ୍ରାମରେ କରିଛନ୍ତି ଘୋଷଣା
ଅଧବ ତାମିଲନାଡୁର ସି ଯୋସେଫ ବିଜୟଙ୍କ ଟିଭିକେ ନେତୃତ୍ୱାଧୀନ ସରକାରରେ ପୂର୍ତ୍ତ ବିଭାଗ ଓ କ୍ରୀଡା ବିକାଶ ମନ୍ତ୍ରୀ ଥିବା ବେଳେ, ଡେଜି ଜଣେ ଉଦ୍ୟୋଗୀ। ଡେଜି ଇନଷ୍ଟାଗ୍ରାମରେ ସେମାନଙ୍କ ଅଲଗା କଥା ଘୋଷଣା କରିଛନ୍ତି।

Akshay Kumar's Samuk Motion Poster Out: ଅକ୍ଷୟ କୁମାରଙ୍କ ‘ସାମୁକ୍’ର ମୋସନ୍ ପୋଷ୍ଟର ରିଲିଜ୍, ୨୦୨୭ରେ ହେବ ମୁକ୍ତିଲାଭ

Read Entire Article
LEFT SIDEBAR AD

Hidden in mobile, Best for skyscrapers.