Arjuna Award 2026: କେଏଲ୍‌ଏଚ୍‌ର ଛାତ୍ରଙ୍କୁ ଅର୍ଜୁନ ପୁରସ୍କାର

8 minutes ago 1
ARTICLE AD BOX

ନୂଆଦିଲ୍ଲୀ: କେଏଲ୍‌ ବିଶ୍ବବିଦ୍ୟାଳୟର କେଏଚ୍‌ଏଚ୍‌-ଅଜିଜାନଗର କ୍ୟାମ୍ପସର ବିସିଏ ଛାତ୍ର ଧନୁଷ ଶ୍ରୀକାନ୍ତଙ୍କୁ ବଧିର ବନ୍ଧୁକଚାଳନା ବର୍ଗରେ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ। ଆହ୍ବାନକୁ ଅତିକ୍ରମ କରି ଜାତୀୟ ସ୍ତରରେ କ୍ରୀଡ଼ା କ୍ଷେତ୍ରର ସମ୍ମାନଜନକ ପୁରସ୍କାର ହାସଲ କରିଥିବାରୁ ଧନୁଷଙ୍କୁ ବିଶ୍ବବିଦ୍ୟାଳୟର ଭାଇସ୍‌ ଚାନ୍‌ସେଲର ଡକ୍ଟର ଜି ପାର୍ଥସାରଥୀ ପ୍ରଶଂସା କରିଛନ୍ତି। 

ବନ୍ଧୁକଚାଳନା ବର୍ଗରେ ଅର୍ଜୁନ ପୁରସ୍କାର
ନିୟମିତ ପାଠପଢ଼ା ସହିତ କ୍ରୀଡ଼ାରେ ଏଭଳି କୃତିତ୍ବ ପାଇଁ ସେ ତାଙ୍କୁ ଏକ ଉଦାହରଣ ବୋଲି କହିଛନ୍ତି। ବିଶ୍ବବିଦ୍ୟାଳୟର କ୍ରୀଡ଼ା ନିର୍ଦ୍ଦେଶକ ଡ. କେ ହରି କିଶୋର କହିଛନ୍ତି ଯେ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଫି’ ଉପରେ ୧୦୦% ରିହାତି ପ୍ରଦାନ କରାଯାଉଛି।

Cricket: ସୟଦ ମୁସ୍ତାକ ଅଲୀ‌ ଟ୍ବେଣ୍ଟି-୨୦: ପୁଣି ହାରିଲା ଓଡ଼ିଶା

Read Entire Article
LEFT SIDEBAR AD

Hidden in mobile, Best for skyscrapers.