ARTICLE AD BOX
ଏବେ ସୁପରଷ୍ଟାର ହେବାର ସ୍ୱପ୍ନ ଦେଖୁଛନ୍ତି ହିମେଶ ରେଶମିଆ । ନିଜ ଫିଲ୍ମ ଜରିଆରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ପରି ସୁପରଷ୍ଟାର ହେବାକୁ ଇଚ୍ଛା ପ୍ରକାଶ କରିବା ସହ ମନର କଥା କହିଛନ୍ତି ହିମେଶ ।
ହିମେଶରେଶମିଆ।ବଲିଉଡରଏମିତିଏକଚର୍ଚ୍ଚିତଚେହେରାଯାହାଙ୍କୁଆଉକୌଣସିପରିଚୟରଆବଶ୍ୟକତାନାହିଁ।ମ୍ୟୁଜିକକମ୍ପୋଜର, ଗାୟକଓଅଭିନେତାଭାବେସେନିଜରଏକସ୍ୱତନ୍ତ୍ରପରିଚୟଗଢ଼ିଛନ୍ତି।ତେବେସଙ୍ଗୀତଜଗତରେସଫଳତାପାଇଥିବାହିମେଶଙ୍କଅଭିନୟକ୍ୟାରିୟରସେତେଟାସଫଳହୋଇନାହିଁ।ହେଲେଏବେବିସେହାରମାନିବାକୁପ୍ରସ୍ତୁତନୁହନ୍ତି।ଜଣେସୁପରଷ୍ଟାରଅଭିନେତାହେବାରସ୍ୱପ୍ନଦେଖୁଥିବାହିମେଶଏବେନିର୍ଦ୍ଦେଶନାକ୍ଷେତ୍ରରେମଧ୍ୟପାଦଥାପିବାକୁଯୋଜନାକରୁଛନ୍ତି।ଏପରିକିସେନିଜକୁବଲିଉଡରମହାନାୟକଅମିତାଭବଚ୍ଚନଙ୍କସହତୁଳନାକରିବଡ଼ବୟାନମଧ୍ୟଦେଇଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
3


