ARTICLE AD BOX
ବିଳମ୍ବିତ ରାତିରେ ଆର ଆଇ ଆଶୁତୋଷ ସାହୁ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି। ପିପିଲି ଆଠବାଟିଆ ଠାରେ ଆରଆଇ ଶ୍ରୀ ସାହୁଙ୍କ ମୁଣ୍ଡକୁ ଦୁର୍ବୃତ୍ତମାନେ ହାଣି ଦେଇଥିଲେ।
RI was attacked by miscreants at Pipili Photograph: (sambad.in)ପିପିଲି: ପିପିଲି ବ୍ଲକ୍ ମାଟିଆପଡ଼ା ରାଜସ୍ବନିରୀକ୍ଷକ (RI) ଆଶୁତୋଷ ସାହୁଙ୍କୁ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ହାଣି ଦେଇଛନ୍ତି।
ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଆର ଆଇ ଆଶୁତୋଷ ସାହୁ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି। ପିପିଲି ଆଠବାଟିଆ ଠାରେ ଆରଆଇ ଶ୍ରୀ ସାହୁଙ୍କ ମୁଣ୍ଡକୁ ଦୁର୍ବୃତ୍ତମାନେ ହାଣି ଦେଇଥିଲେ।
ପିପିଲି ଥାନାରେ ଅଭିଯୋଗ
ଜମିଜମା ଘଟଣାକୁ ନେଇ ଏହି ଅମାନବୀୟ ଘଟଣା ଘଟିଥିବା କୁହାଯାଉଛି। ଏନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି। ପିପିଲି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

49 minutes ago
1


