ARTICLE AD BOX
ରାମାୟଣ ଫିଲ୍ମକୁ ନେଇ ବଢ଼ୁଛି ବିବାଦ, କାହାଣୀ ଓ ଚରିତ୍ର ଚିତ୍ରଣକୁ ନେଇ ଉଠିଛି ପ୍ରଶ୍ନ । ଫିଲ୍ମକୁ ସମାଲୋଚନା କରି ନିର୍ମାତା ଓ ନିର୍ଦ୍ଦେଶକଙ୍କୁ ଟାର୍ଗେଟ୍ କରିଛନ୍ତି ଅଭିନେତା ମୁକେଶ ଖାନ୍ନା ।
ରାମାୟଣ ଫିଲ୍ମକୁ ନେଇ ବଢ଼ୁଛି ବିବାଦ । ଫିଲ୍ମରେ ଅଭିନୟ କରୁଛନ୍ତି ବଲିଉଡର ବଡ଼ ବଡ଼ କଳାକାର । ଫିଲ୍ମ ନିର୍ମାଣରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ହେଲେ ଫିଲ୍ମର କିଛି ଦୃଶ୍ୟ ଓ ଚରିତ୍ରକୁ ନେଇ ଏବେ ଉଠିଛି ପ୍ରଶ୍ନ । ମହାକାବ୍ୟ ରାମାୟଣର ମୂଳ କାହାଣୀକୁ ଫିଲ୍ମରେ କିପରି ଉପସ୍ଥାପନ କରାଯାଇଛି ତାକୁ ନେଇ ଅସନ୍ତୋଷ ପ୍ରକାଶ କରୁଛନ୍ତି ଅନେକ ଦର୍ଶକ। ଏହାରି ଭିତରେ ମୁହଁ ଖୋଲିଛନ୍ତି ମହାଭାରତ ଧାରାବାହିକରେ ଭୀଷ୍ମଙ୍କ ଭୂମିକାରେ ଘରେ ଘରେ ପରିଚିତ ଅଭିନେତା ମୁକେଶ ଖାନ୍ନା । ସେ ଫିଲ୍ମକୁ ସମାଲୋଚନା କରିବା ସହ ନିର୍ମାତା ଓ ନିର୍ଦ୍ଦେଶକଙ୍କୁ କଡ଼ା କଥା ଶୁଣାଇଛନ୍ତି ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

6 hours ago
2


