ARTICLE AD BOX
କେନ୍ଦ୍ର ସରକାର ଆଜି ପେଟ୍ରୋଲ ରପ୍ତାନି ଉପରେ ଶୁଳ୍କ ବୃଦ୍ଧି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଡିଜେଲ ଓ ବିମାନ ଇନ୍ଧନ ରପ୍ତାନି ଉପରେ ଶୁଳ୍କ ହ୍ରାସ କରାଯାଇଛି। ପେଟ୍ରୋଲ ରପ୍ତାନି ଉପରେ ଲିଟର ପିଛା ଶୁଳ୍କ ୪ ଟଙ୍କା ବୃଦ୍ଧି କରାଯାଇ ୧୫ ଟଙ୍କାରେ ରଖାଯାଇଛି।
/sambad/media/media_files/2026/06/11/petrol-2026-06-11-16-16-32.jpeg)
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ପେଟ୍ରୋଲ ରପ୍ତାନି ଉପରେ ଶୁଳ୍କ ବୃଦ୍ଧି ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଡିଜେଲ ଓ ବିମାନ ଇନ୍ଧନ ରପ୍ତାନି ଉପରେ ଶୁଳ୍କ ହ୍ରାସ କରାଯାଇଛି। ପେଟ୍ରୋଲ ରପ୍ତାନି ଉପରେ ଲିଟର ପିଛା ଶୁଳ୍କ ୪ ଟଙ୍କା ବୃଦ୍ଧି କରାଯାଇ ୧୫ ଟଙ୍କାରେ ରଖାଯାଇଛି। ଡିଜେଲ ରପ୍ତାନି ଉପରେ ଶୁଳ୍କ ଲିଟର ପିଛା ୧୪ ଟଙ୍କାରୁ ୮ ଟଙ୍କା ୫୦ପଇସାକୁ ହ୍ରାସ କରାଯାଇଛି। ବିମାନ ଇନ୍ଧନ ରପ୍ତାନି ଉପରେ ଶୁଳ୍କ ଲିଟର ପିଛା ୧୨ ଟଙ୍କା ୫୦ ପଇସାରୁ ୭ ଟଙ୍କା ୫୦ ପଇସାକୁ କମାଯାଇଛି। ଜୁଲାଇ ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

14 hours ago
1


