Odisha IAS Reshuffle: ଆଇଏଏସ୍ ସ୍ତରରେ ଅଦଳବଦଳ, ଅନନ୍ୟା ଦାସ ହେଲେ ନବରଙ୍ଗପୁର ଜିଲ୍ଲାପାଳ

1 hour ago 1
ARTICLE AD BOX

ରାଜ୍ୟରେ ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ବର ସ୍ବାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ଅନନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ତେଣେ ମଧୁମିତା ହେଲେ ନୂଆପଡ଼ା ଜିଲ୍ଲାପାଳ।

 (sambad.in) Odisha IAS Reshuffle Photograph: (sambad.in)

ଭୁବନେଶ୍ବର: ରାଜ୍ୟରେ ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ନବରଙ୍ଗପୁର ଜିଲ୍ଲାପାଳ ମହେଶ୍ବର ସ୍ବାଇଁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି। ଠିକ୍ ସେହିପରି ପ୍ରଦୀପ କୁମାର ନାୟକ ହେଲେ ଅତିରିକ୍ତ ସଚିବ F&ARD ମଧୁସୂଦନ ଦାଶ ଅତିରିକ୍ତ ସଚିବ GA&PG ବିଭାଗ।

ମଧୁମିତା ହେଲେ ନୂଆପଡ଼ା ଜିଲ୍ଲାପାଳ

 ଏଣେ ଅନନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ତେଣେ ମଧୁମିତା ହେଲେ ନୂଆପଡ଼ା ଜିଲ୍ଲାପାଳ। ଅଶ୍ନୀ ଏ.ଲ୍‌ ହେଲେ ଭବାନୀପାଟଣା ଉପଜିଲ୍ଲାପାଳ। କସ୍ତୁରୀ ଶା ହେଲେ GA&PG ବିଭାଗ ଉପସଚିବ।

CM Mohan Charan Majhi: ଓଡ଼ିଶାର ବିକାଶ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅବଦାନ ଅତୁଳୀୟ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.