NTA Recruitment : ଏନଟିଏରେ କାମ କରିବାକୁ ଆଗ୍ରହୀ ପ୍ରାର୍ଥୀମାନଙ୍କ ପାଇଁ ଚାକିରି ସୁଯୋଗ

2 days ago 2
ARTICLE AD BOX

ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ ଡାଇରେକ୍ଟର ଗ୍ରୁପ୍-ଏ, ଜଏଣ୍ଟ ଡାଇରେକ୍ଟର ଓ ରିସର୍ଚ୍ଚ ସାଇଣ୍ଟିଷ୍ଟ ଗ୍ରୁପ୍-ସି ସମେତ ବିଭିନ୍ନ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

 ଏନଟିଏରେ କାମ କରିବାକୁ ଆଗ୍ରହୀ ପ୍ରାର୍ଥୀମାନଙ୍କ ପାଇଁ ଚାକିରି ସୁଯୋଗ

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ ଡାଇରେକ୍ଟର ଗ୍ରୁପ୍-ଏ, ଜଏଣ୍ଟ ଡାଇରେକ୍ଟର ଓ ରିସର୍ଚ୍ଚ ସାଇଣ୍ଟିଷ୍ଟ ଗ୍ରୁପ୍-ସି ସମେତ ବିଭିନ୍ନ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁ ପ୍ରାର୍ଥୀମାନେ ଏନଟିଏରେ କାମ କରିବାକୁ ଆଗ୍ରହୀ, ସେମାନେ ଅଫଲାଇନ୍ ମାଧ୍ୟମରେ ଏହି ପଦବିଗୁଡ଼ିକ ପାଇଁ ଆବେଦନ କରିପାରିବେ। ୨୦୨୬ ଡିସେମ୍ବର ୧ ଆବେଦନ ଦାଖଲ କରିବାର ଶେଷ ତାରିଖ । ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ନିଜର ଯୋଗ୍ୟତା ମାନଦଣ୍ଡ ଯାଞ୍ଚ କରିନେବା ଉଚିତ୍।

ଐତିହାସିକ କଟକ ବାଲିଯାତ୍ରାକୁ ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.