Massive Fire Destroys Shop: ଗୋଟିଏ ସେକେଣ୍ଡରେ ପାଉଁଶ ହେଲା ୩୨ବର୍ଷର ପରିଶ୍ରମ, ଜଳିଗଲା ୧୦ଲକ୍ଷର ଜିନିଷ

1 hour ago 1
ARTICLE AD BOX

ଆଖି ଆଗରେ ଜଳିଗଲା ଦୋକାନ। ପୋଡ଼ିଗଲା ୧୦ଲକ୍ଷର ଜିନିଷ। ଯାଜପୁର ଜିଲ୍ଲାରେ ଘଟିଛି ଏହି ଘଟଣା। କାଳିଆପାଣି ଟାଉନସିପ କଲୋନିସ୍ଥିତ ଖଣି ପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ବିଳମ୍ବିତ ରାତିରେ ଏକ ଦୋକାନ ଜଳି ପୋଡ଼ି ପାଉଁ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

କାଳିଆପାଣି: ଗୋଟିଏ ସେକେଣ୍ଡରେ ପାଉଁଶ ହେଲା ୩୨ବର୍ଷର ପରିଶ୍ରମ। ରାସ୍ତାରେ ବସାଇ ଦେଲା ବଜ୍ରପାତ। ଆଖି ଆଗରେ ଜଳିଗଲା ଦୋକାନ। ପୋଡ଼ିଗଲା ୧୦ଲକ୍ଷର ଜିନିଷ। ଯାଜପୁର ଜିଲ୍ଲାରେ ଘଟିଛି ଏହି ଘଟଣା। କାଳିଆପାଣି ଟାଉନସିପ କଲୋନିସ୍ଥିତ ଖଣି ପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ଗତକାଲି ବିଳମ୍ବିତ ରାତିରେ ଏକ ଦୋକାନ ଜଳି ପୋଡ଼ି ପାଉଁ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବଜ୍ରପାତ ଯୋଗୁ ଚଗଲି ଭେରାଇଟ୍‌ ଷ୍ଟୋରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ପୂରା ଦୋକାନ ଓ ଘର ଭସ୍ମୀଭୂତ ହୋଇଯାଇଥିବା ସାମ୍ନାକୁ ଆସିଛି। ଏଥିରେ ଦୋକାନ ମାଲିକ କମଳ ଲୋଚନ ନାୟକ ଓରଫ ଚଗଲିଙ୍କର ୧୦ଲକ୍ଷରୁ ଅଧିକ ଟଙ୍କାର କ୍ଷତି ହୋଇଥିବା ସେ ଦାବି କରିଛନ୍ତି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.