ARTICLE AD BOX
ଭାରତରେ ଜନ୍ମ, ହେଲେ କର୍ମ ଭାରତ ବାହାରେ। ଏବେ ଚର୍ଚ୍ଚାରେ ଆୟର୍ଲାଣ୍ଡ କ୍ରିକେଟର ଜୟ ମୁନ୍ଦ୍ରା। ଦିନେ ଇଞ୍ଜିନିୟର ଭାବେ କାମ କରୁଥିବା ଜୟ କିଭଳି କ୍ରିକେଟ ଦୁନିଆକୁ ଆସିଲେ ଏବଂ ଭାରତ ଭଳି ଦଳ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କଲେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ନୂଆଦିଲ୍ଲୀ: ଭାରତରେ ଜନ୍ମ, ହେଲେ କର୍ମ ଭାରତ ବାହାରେ। ଏବେ ଚର୍ଚ୍ଚାରେ ଆୟର୍ଲାଣ୍ଡ କ୍ରିକେଟର ଜୟ ମୁନ୍ଦ୍ରା। ଦିନେ ଇଞ୍ଜିନିୟର ଭାବେ କାମ କରୁଥିବା ଜୟ କିଭଳି କ୍ରିକେଟ ଦୁନିଆକୁ ଆସିଲେ ଏବଂ ଭାରତ ଭଳି ଦଳ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କଲେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍ରେ ଭାରତକୁ ହରାଇବା ପରେ ଏବେ ଜୟ ମୁନ୍ଦ୍ରାଙ୍କର ଲୋକପ୍ରିୟତା ଆକାଶଛୁଆଁ ହୋଇଛି।। ଏହି ବାମହାତୀ ବୋଲରଙ୍କୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବରେ ମଧ୍ୟ ସମ୍ମାନିତ କରାଯାଇଛି। ରାଜସ୍ଥାନରେ ଜନ୍ମଗ୍ରହଣ କରିଥିବା ଜୟ ଆୟର୍ଲାଣ୍ଡ ଯିବା, ସେଠାରେ ଇଞ୍ଜିନିୟର ଭାବେ କାମ କରିବା ଏବଂ କ୍ରିକେଟ ଦୁନିଆରେ ପାଦ ରଖିବା ପରେ ତାଙ୍କ ଭାଗ୍ୟ ପରିବର୍ତ୍ତନ ହେବା ବିଷୟରେ ଜାଣିବା ପାଇଁ କ୍ରିକେଟ ପ୍ରେମୀଙ୍କ ଉତ୍ସାହ ବଢ଼ିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1


