ARTICLE AD BOX
ଜାକର୍ତ୍ତା: ଇଣ୍ଡୋନେସିଆରେ ଆଜି ସକାଳେ ୭.୭ ତୀବ୍ରତାର ଭୂମିକମ୍ପ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ୩୮ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଛି ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଭୂମିମ୍ପ ଯୋଗୁଁ ଶତାଧିକ ଲୋକ ଆହତ ହୋଇଛନ୍ତି। ସେହିପରି ଅନେକ କ୍ଷୟକ୍ଷତି ହୋଇଛି।
Advertisment
ରିପୋର୍ଟ ଅନୁଯାୟୀ, ଏହି ଭୟଙ୍କର ଭୂମିକମ୍ପ ପରେ ସୁନାମି ଚେତାବନୀ ଜାରି କରିବାକୁ ପଡିଥିଲା। ତଥାପି, ଭୂମିକମ୍ପ ପରେ ସମୁଦ୍ର ପତ୍ତନରେ କୌଣସି ପରିବର୍ତ୍ତନ ଦେଖାଯାଇ ନଥିବାରୁ ତିନି ଘଣ୍ଟା ପରେ ଏହି ଚେତାବନୀ ପ୍ରତ୍ୟାହାର କରାଯାଇଥିଲା। ଭୂମିକମ୍ପ ଏତେ ତୀବ୍ର ଥିଲା ଯେ ଏହା ପୂର୍ବ ଇଣ୍ଡୋନେସିଆର ଫ୍ଲୋରେସ୍ ଅଞ୍ଚଳକୁ ଥରାଇ ଦେଇଥିଲା।
Earthquake: ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ୨୦ ଜଣଙ୍କର ମୃତ୍ୟୁ

1 month ago
14


