ARTICLE AD BOX
ଆଇବିଏମ୍ର ପ୍ରାକ୍ ନିଯୁକ୍ତ କ୍ୟାମ୍ପସ ଜ୍ଞାନ ଆଦାନପ୍ରଦାନ କାର୍ଯ୍ୟକ୍ରମ ଇଣ୍ଡଲଜ୍ ଟ୍ରାଇଡେଣ୍ଟ ଏକାଡେମିରେ ଅନୁଷ୍ଠିତ ହୋଇଯାଇଛି। ଆଇବିଏମ୍ ଭୁବନେଶ୍ବରର ବରିଷ୍ଠ ପ୍ରାକ୍ଟିସ୍ ଲିଡର୍ ଦେବେଶ ଦାସଙ୍କ ନେତୃତ୍ବରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା।
/sambad/media/media_files/2026/08/12/new-project-5-2026-08-12-19-59-38.jpg)
ଭୁବନେଶ୍ବର: ଆଇବିଏମ୍ର ପ୍ରାକ୍ ନିଯୁକ୍ତ କ୍ୟାମ୍ପସ ଜ୍ଞାନ ଆଦାନପ୍ରଦାନ କାର୍ଯ୍ୟକ୍ରମ ଇଣ୍ଡଲଜ୍ ଟ୍ରାଇଡେଣ୍ଟ ଏକାଡେମିରେ ଅନୁଷ୍ଠିତ ହୋଇଯାଇଛି। ଆଇବିଏମ୍ ଭୁବନେଶ୍ବରର ବରିଷ୍ଠ ପ୍ରାକ୍ଟିସ୍ ଲିଡର୍ ଦେବେଶ ଦାସଙ୍କ ନେତୃତ୍ବରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା ଯାହାର ବିଷୟବସ୍ତୁ ଥିଲା ‘ଜେନେରେଟିଭ୍ ଏଆଇ ଓ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍’। ଆଇବିଏମ୍ର ବକ୍ତାମାନେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ସହ ଭାବବିନିମୟ କରିଥିଲେ। କିଛି ଭର୍ଚୁଆଲ ମାଧ୍ୟମରେ ମଧ୍ୟ ଯୋଡ଼ି ହୋଇଥିଲେ। ଶେଷ ବର୍ଷର ବି.ଟେକ୍ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରି ବିଶେଷଜ୍ଞମାନଙ୍କଠାରୁ ବୈଷୟିକ ବିଷୟ ଓ ଶିଳ୍ପ ବିଷୟରେ ସୂଚନା ପାଇଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
3


