Horoscope 2026 August 13: ଜାଣନ୍ତୁ ଆଜିର ରାଶିଫଳ...

1 hour ago 3
ARTICLE AD BOX

ମେଷ: ନିତିଦିନିଆ ଜୀବନରେ କିଛି ନବୀନତା ଆସିପାରେ। ସମ୍ବନ୍ଧରେ ଗାରିମା ବଜାୟ ରଖିଲେ ପରିବାରରେ ସୁଖଶାନ୍ତି ବଜାୟ ରହିବ। ଆର୍ଥିକ ସମସ୍ୟା ବନ୍ଧୁ ମାଧ୍ୟମରେ ସମାଧାନ ହୋଇଯିବ।  ‌

ବୃଷ: କିଣାବିକା ମାମଲାରେ ସାବଧାନ ରହନ୍ତୁ। ଆର୍ଥିକ ରୂପେ ବନ୍ଧୁ ଠାରୁ ସାହାଯ୍ୟ ପାଇବେ। କ୍ୟ‌ାରିୟର ବିଷୟରେ ଗୁରୁଙ୍କଠାରୁ ସାହାଯ୍ୟ ପାଇବେ। ନକାରାତ୍ମକ ଜିନିଷଠାରୁ ଦୂରରେ ରହନ୍ତୁ। 

ମିଥୁନ: ଦୂରସ୍ଥାନକୁ ଯିବାର ଯୋଗ ଅଛି। ଘରର ସୁଖସୁବିଧା ସଂପର୍କିତ ଆବଶ୍ୟକତା ପୂରା କରିବା ପାଇଁ ବିଶେ‌ଷ ପ୍ରୟାସ କରିବେ। ଖାଲି ସମୟରେ ନିଜର ଭଲ ଖରାପ ସଂପର୍କରେ ବିଚାର କରିବେ।

କର୍କଟ: ଚାକିରିଜୀବୀ ନିଜର କାମ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ବେପାରର ଗତି ଭଲ ରହିବ। ଟଙ୍କାପଇସା ନେବା ଦେବାରେ ସବାଧାନ ଅବଲମ୍ବନ କରନ୍ତୁ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।  

ସିଂହ: ଆପଣଙ୍କର କାମ ପ୍ରତି ଏକାଗ୍ରତା ଏବଂ ନିଷ୍ଠା ବଢ଼ିବ। ଅଧୁରା ଥିବା ଯୋଜନା ପୁଣି ଆରମ୍ଭ ହୋଇଯିବ। ବେପାରରେଅଧିକ ଲାଭ ପାଇବେ। ନକାରାତ୍ମକ ଲୋକଙ୍କ ଠାରୁ ଦୂରେଇ ଯିବାର ସଫଳ ହେବେ। ‌

କନ୍ୟା: ଶୁଭ ସନ୍ଦେଶ ପାଇବେ। ଅଧୁରା ଥିବା କାମ ପୂରା କରିବାରେ ବ୍ୟସ୍ତ ରହିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଧାର୍ମିକସ୍ଥାନକୁ ଯିବା ପାଇଁ ମନ ସ୍ଥିର କରିବେ। ପେଟରୋଗ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ। 

ଆହୁରି ପଢ଼ନ୍ତୁ- Phuket-Delhi Air India flight crash: ଫୁକେଟ୍-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ନିଦ ବଟିକା ଖାଉଥିଲେ ପାଇଲଟ୍

ତୁଳା: କୌଣସି ମାମଲା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା କରିନେଲେ ଭଲ ପରିଣାମ ପାଇବେ। ଧାର୍ମିକ କାର୍ଯ୍ୟରେ ଇଚ୍ଛା ବଢ଼ିବ। ବଡ଼ଙ୍କର ଆଶୀର୍ବାଦ ମିଳିବା ଯୋଗୁଁ ଆପଣଙ୍କର ସକାରାତ୍ମକ ବଢ଼ିବ। 

ବିଛା: ପୂରା ପରିଶ୍ରମରେ ନିଜର କାମ କରିବା ଯୋଗୁଁ ଭଲ ପରିଣାମ ପାଇବେ। ଆପଣଙ୍କ କଥାରେ କାହାରିକୁ କଷ୍ଟ ନପହଞ୍ଚେ ତାର ଧ୍ୟାନ ରଖନ୍ତୁ। ବିଦ୍ୟାର୍ଥୀ ଜୀବନରେ ବ୍ୟସ୍ତ ରହିବେ।

ଧନୁ: ବେପାରରେ ଅଧିକ ଲାଭ ପାଇବା ଯୋଗୁଁ ଉତ୍ସାହ ବଢ଼ିବ। ଶୁଭ କାମ ଆରମ୍ଭ କରିବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ କରିବା ପାଇଁ ପରିଶ୍ରମ ଜାରି ରଖନ୍ତୁ। 

ମକର: ଆପଣଙ୍କ ଆଖପାଖରେ ସକାରାତ୍ମକ ଶକ୍ତି ବଜାୟ ରହିବ। କୌଣସି ବଡ଼ ବ୍ୟବସାୟୀ ଗୋଷ୍ଠୀ ସହିତ ଭାଗୀଦାରି କରିବା ପାଇଁ ବିଚାର କରିବେ। ଦିନସାରା ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ‌ 

କୁମ୍ଭ: ଘରର ବଡ଼ଙ୍କଠାରୁ କିଛି ପ୍ରେରଣା ପାଇବେ। ଆପଣ ଯାହା ବି କାମ କରିବେ ସଫଳ ହେବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ସୁଖ ସମୃଦ୍ଧିରେ ବୃଦ୍ଧି ହେବ। ବ୍ୟବହାର ସହଜ ବନାଇ ରଖନ୍ତୁ। ‌ 

ମୀନ: ନୂଆ ଜାଗାକୁ ବୁଲି ଯିବେ। ନୂଆ ଜୀବନରେ ନୂଆ ପାଠ ଶିଖିବେ। ଘର ଲୋକଙ୍କ ସହିତ ସମାରୋହ ସଂପର୍କ ବିଚାର କରିବେ। କୌଣସି ବଡ଼ କାମ ଆରମ୍ଭ ଆପଣଙ୍କ ହାତରେ ହେବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.