ARTICLE AD BOX
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବେଆଇନ ଦେଶୀ ମଦପ୍ରସ୍ତୁତି ଓ କାରବାର ବିରୋଧରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି। ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କାଶୀନଗର ବ୍ଲକ୍ର ଶିଙ୍ଗିପୁର ଗ୍ରାମରେ ଏହି ଚଢ଼ଉ କରାଯାଇ ବିପୁଳ ପରିମାଣର ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ପୋଚନଷ୍ଟ କରାଯାଇଛି। ଏଥିସହ ଜେସିବି ମେସିନ୍ ଲଗାଇ ବେଆଇନ ମଦଭାଟିକୁ ଭାଙ୍ଗି ଦିଆଯାଇଛି।
ଟିମ୍ ପକ୍ଷରୁ ଚଢ଼ଉ ଜାରି ରହିଛି
ଚଢ଼ଉ ସମୟରେ ପ୍ରାୟ ୧୫୦୦ ଲିଟର ପୋଚ ନଷ୍ଟ କରାଯାଇଥିବା ବେଳେ ୮୦୦ ଲିଟର ମଦ ଜବତ କରାଯାଇଥିବା ଜଣାପଡ଼ିଛି। ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରିକୁ ରୋକିବା ପାଇଁ ବିଭାଗୀୟ ଟିମ୍ ପକ୍ଷରୁ ଚଢ଼ଉ ଜାରି ରହିଛି।
Royal Bengal Tiger: ଛତିଶଗଡ଼ରୁ ଡେବ୍ରିଗଡ଼ ଆସିଛି ମହାବଳ ବାଘ, କ୍ୟାମେରା ଟ୍ରାପ୍ରୁ ମିଳିଲା ପ୍ରମାଣ

1 hour ago
1


