Dead Body: ଯୁବକର ମୃତଦେହ ଠାବ, ହତ୍ୟା ସନ୍ଦେହ

1 month ago 14
ARTICLE AD BOX

କୋଇଡ଼ା: ଚାନ୍ଦିପୋଷ ଥାନାର ୧୪୩ ନମ୍ବର ଜାତୀୟ ରାଜପଥର ଚାନ୍ଦିପୋଷ ମାର୍କେଟ ନିକଟ ରାସ୍ତାରେ ଏକ ଅଜଣା ଯୁବକର ମୃତଦେହ ପଡି ରହିଥିବା ସକାଳୁ ଲୋକ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲସକୁ ଖବର ଦେଇଥିଲେ। ଚାନ୍ଦିପୋଷ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତଆରମ୍ଭ କରିଛି।

ଏତେ ବଡ଼ ପଲିଥିନ ଆସିଲା କୋଉଠୁ

ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ଦୁର୍ଘଟଣା ନା ହତ୍ୟା, ତାହା ଏବେ ସନ୍ଦେହ ଘେରରେ। ଅନ୍ୟ ପଟେ ଗୋଡ଼ରେ ଚପଲ, ଦେହରେ ସାର୍ଟ କିଛି ନଥିବା ବେଳେ ଏତେ ବଡ଼ ପଲିଥିନ ଆସିଲା କୋଉଠୁ, ଏହାକୁ ନେଇ ସନ୍ଦେହ ଉପୁଜିଛି। କିଏ ବିଳମ୍ବିତ ରାତିରେ ଆଣି ଏଠି ଫୋପାଡ଼ି ଦେଇ ଚାଲି ଯାଇଛି ବୋଲି ଚର୍ଚ୍ଚା ଧରିଛି। ପୂର୍ବରୁ ମଧ୍ୟ ଏହି ଥାନା ଅଂଚଳରେ ରାଉରକେଲାରୁ ଜଣେ ମହିଳାଙ୍କୁ ଆଣି ବ୍ରିଜ ତଳେ ଫୋଫାଡ଼ି ଦେଇଥିଲେ।

Flood Relief: ପ୍ରଭାବିତ ଲୋକଙ୍କ ଆବଶ୍ୟକତାକୁ ଆଧାର କରି ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଅବିରତ ଭାବେ ଜାରି ରହିଛି: ସୁରେଶ ପୂଜାରୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.