ARTICLE AD BOX
ଭାରତୀୟ କ୍ରିକେଟ୍ ଟିମ୍ ଶନିବାର ଶେଷ ବଲ୍ ପର୍ଯ୍ୟନ୍ତ ଚାଲିଥିବା ରୋମାଞ୍ଚକର ଫାଇନାଲ ମ୍ୟାଚ୍ରେ ବିଗତ ଚାମ୍ପିଅନ ପାକିସ୍ତାନକୁ ଏକ ୱିକେଟ୍ରେ ପରାସ୍ତ କରି ୧୯ ବର୍ଷରୁ କମ୍ ଏସିଆ କପ୍ ବିଜେତା ହୋଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ...
/sambad/media/media_files/2026/11/14/new-project-1-2026-11-14-20-46-54.jpg)
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଶନିବାର ଶେଷ ବଲ୍ ପର୍ଯ୍ୟନ୍ତ ଚାଲିଥିବା ରୋମାଞ୍ଚକର ଫାଇନାଲ ମ୍ୟାଚ୍ରେ ବିଗତ ଚାମ୍ପିଅନ ପାକିସ୍ତାନକୁ ଏକ ୱିକେଟ୍ରେ ପରାସ୍ତ କରି ୧୯ ବର୍ଷରୁ କମ୍ ଏସିଆ କପ୍ ବିଜେତା ହୋଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ କ୍ରିକେଟ୍ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ କ୍ରିକେଟ୍ ପାଇଁ ଆଜି ଏକ ସ୍ମରଣୀୟ ଦିବସ। ଆଜିର ପଦର୍ଶନ ଏବଂ ୧୯ ବର୍ଷରୁ କମ୍ ପୁରୁଷ ଏସିଆ କପ୍ ୨୦୨୬ ବିଜୟୀ ଯୁବ କ୍ରିକେଟ୍ରଙ୍କୁ ନେଇ ଭାରତ ଗର୍ବ ଅନୁଭବ କରୁଛି। ତାଙ୍କର ଏହି ସଫଲତା ଅନ୍ୟ ଯୁବକମାନଙ୍କ ପାଇଁ ପ୍ରେରଣା ଯୋଗାଇବ। ଟିମ୍ର ଭବିଷ୍ୟତ ଏବଂ ପ୍ରୟାସ ପାଇଁ ଶୁଭକାମନା ଜଣାଉଛି।
Outstanding day for Indian cricket!
Immensely proud of our young cricketers for today’s impressive performance and for winning the Men’s U-19 Asia Cup 2026. Their success will inspire several youngsters.
Best wishes to the team for their endeavours ahead. https://t.co/Qbrp8q8bvg
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
1


