ARTICLE AD BOX
ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରଖାଇ ଗାଁରୁ ଉଦ୍ଧାର ହୋଇଥିବା ମହାବଳ ବାଘଛୁଆ ଏବେ ସୁରକ୍ଷିତ ଓ ସୁସ୍ଥ ରହିଛି। ବାଘଛୁଆକୁ ଠାକୁରମୁଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳ ଫରେଷ୍ଟ କ୍ୟାମ୍ପସ୍...
/sambad/media/media_files/2026/09/27/tiger-2026-09-27-02-02-35.jpg)
ଠାକୁରମୁଣ୍ଡା: ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରଖାଇ ଗାଁରୁ ଉଦ୍ଧାର ହୋଇଥିବା ମହାବଳ ବାଘଛୁଆ ଏବେ ସୁରକ୍ଷିତ ଓ ସୁସ୍ଥ ରହିଛି। ବାଘଛୁଆକୁ ଠାକୁରମୁଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳ ଫରେଷ୍ଟ କ୍ୟାମ୍ପସ୍କୁ ଅଣାଯାଇ ସଙ୍ଗରୋଧରେ ରଖାଯାଇଛି। ଗତକାଲି ଉଦ୍ଧାର ପରେ ବାଘଛୁଆ ଔଷଧ ମିଶ୍ରିତ ପ୍ରାୟ ୨.୫ କେଜି ମାଂସ ଖାଇଛି।
Narendra Moid: ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’କୁ ନେଇ କଂଗ୍ରେସ ନେତାଙ୍କ କଟାକ୍ଷ
ଏବେ ଶାନ୍ତ ରହିଛି ଏବଂ ଧୀରେ ଧୀରେ ଶକ୍ତି ଫେରିପାଉଛି। ଖୁବ୍ଶୀଘ୍ର ତାର ରକ୍ତ ନମୁନା ସଂଗ୍ରହ କରାଯିବ। ବର୍ତ୍ତମାନ ତାକୁ ସିସିଟିଭି ନଜରରେ ରଖାଯାଇଛି। ପ୍ରାଣୀ ବିଶେଷଜ୍ଞ ଅଭିଳାଷ ଆଚାର୍ଯ୍ୟ ପ୍ରତି ୨ରୁ ୪ ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରି ଖାଦ୍ୟ ଦେଉଛନ୍ତି ବୋଲି ଶିମିଳିପାଳ ବ୍ୟାଘ୍ର କର୍ତ୍ତୃପକ୍ଷ କହିଛନ୍ତି।
Bank of India: ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଫିସର ସଂଘର ୪୫ତମ ବାର୍ଷିକ ବୈଠକ
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 day ago
2


