Bus Accident: ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା; ଅଧବାଟରେ ଆଖିବୁଜିଲେ ୪ ଶ୍ରଦ୍ଧାଳୁ

2 days ago 2
ARTICLE AD BOX

ଅମୃତସର: ପଞ୍ଜାବର ତରନ ତାରନ ଜିଲ୍ଲା ଅଧୀନସ୍ଥ ନୌସେରା ପନ୍ନୁଆନ୍‌ ଗ୍ରାମ ନିକଟରେ ଆଜି ୨ଟି ତୀର୍ଥଯାତ୍ରୀ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। 

Advertisment

ବାଇକ୍‌ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଧକ୍କା
ଜଣେ ବାଇକ୍‌ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଗୋଟିଏ ବସ୍‌ର ଡ୍ରାଇଭର ହଠାତ ଷ୍ଟିଅରିଂ ବୁଲାଇ ବିପରୀତ ଲେନ୍‌କୁ ଚାଲିଯାଇଥିଲେ। ଏହାପରେ ବସ୍‌ଟି ବିପରୀତ ପାର୍ଶ୍ବରୁ ଆସୁଥିବା ଆଉଏକ ତୀର୍ଥଯାତ୍ରୀ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଏବଂ ଦୋକାନୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ଭଗବାନ ଆୟପ୍ପାଙ୍କ ଭକ୍ତମାନଙ୍କ ପାଇଁ ଖୁସି ଖବର

Read Entire Article
LEFT SIDEBAR AD

Hidden in mobile, Best for skyscrapers.