Bullet Train Driver Job: ବୁଲେଟ୍ ଟ୍ରେନ୍ ଡ୍ରାଇଭର ହେବାକୁ କେଉଁଠି କରିବେ ଆବେଦନ, କେତେ ମିଳିବ ଦରମା?

1 week ago 7
ARTICLE AD BOX

ନୂଆଦିଲ୍ଲୀ: ଭାରତରପ୍ରଥମବୁଲେଟ୍ ଟ୍ରେନ୍ ପ୍ରକଳ୍ପମୁମ୍ବାଇ-ଅହମଦାବାଦହାଇସ୍ପିଡ୍ରେଲ୍କରିଡରକୁନେଇଲୋକଙ୍କମଧ୍ୟରେଉତ୍ସାହରହିଛି।ଏହାସହିତବୁଲେଟ୍ଟ୍ରେନ୍ଚଳାଇବାପାଇଁକିପରିଚାକିରିମିଳିବଏବଂଦରମାକେତେହେବ, ତାହାନେଇମଧ୍ୟଅନେକଙ୍କମନରେପ୍ରଶ୍ନରହିଛି।

ଏହିପ୍ରକଳ୍ପରଦାୟିତ୍ୱନ୍ୟାସନାଲ୍ହାଇସ୍ପିଡ୍ରେଲ୍କର୍ପୋରେସନ୍ଲିମିଟେଡ୍ (ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌) ହାତରେରହିଛି।ବୁଲେଟ୍ଟ୍ରେନ୍ଚାଳକଙ୍କୁଅଧିକାରିକଭାବେଏଚ୍‌ଏସ୍‌ଆର୍‌ପାଇଲଟ୍ କୁହାଯାଏ।

ଆହୁରି ପଢ଼ନ୍ତୁ- Question Paper Leak ହ୍ୱାଟ୍ସଆପ୍‌ରେ ବିକ୍ରମଦେବ ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ପ୍ରଘଟ: ଯୁକ୍ତ ତିନି ଦ୍ବିତୀୟ ସେମିଷ୍ଟର ଏଇସିସି ପରୀକ୍ଷା ସ୍ଥଗିତ

କିଏହୋଇପାରିବେଏଚ୍‌ଏସ୍‌ଆର୍‌ପାଇଲଟ୍?

ଏଚ୍‌ଏସ୍‌ଆର୍‌ପାଇଲଟ୍ପଦପାଇଁସିଧାସଳଖଫ୍ରେସରଙ୍କୁସୁଯୋଗମିଳେନାହିଁ।ସାଧାରଣତଃଭାରତୀୟରେଲୱେ କିମ୍ବାମେଟ୍ରୋବ୍ୟବସ୍ଥାରେକାମକରୁଥିବାଅଭିଜ୍ଞଲୋକୋପାଇଲଟ୍ଓଟ୍ରେନ୍ଅପରେଟରଙ୍କୁଏହିପଦପାଇଁସୁଯୋଗଦିଆଯାଏ। ତେଣୁଏହାଏକଅଭିଜ୍ଞତାଆଧାରିତଚାକିରି।ପ୍ରାର୍ଥୀଙ୍କଯୋଗ୍ୟତାଓଅଭିଜ୍ଞତାସମ୍ପର୍କିତସବିଶେଷତଥ୍ୟପ୍ରତ୍ୟେକନିଯୁକ୍ତିବିଜ୍ଞପ୍ତିରେଦିଆଯାଏ।

କିପରିହୁଏଚୟନ?

ଆବେଦନକରିବାପରେପ୍ରଥମେପ୍ରାର୍ଥୀଙ୍କଡକ୍ୟୁମେଣ୍ଟଯାଞ୍ଚକରାଯାଏ।ଯୋଗ୍ୟପ୍ରାର୍ଥୀଙ୍କୁପରବର୍ତ୍ତୀଚୟନପର୍ଯ୍ୟାୟପାଇଁଡକାଯାଏ।ନିଯୁକ୍ତି ବିଜ୍ଞପ୍ତିଅନୁସାରେଇଣ୍ଟରଭ୍ୟୁ, ଲିଖିତପରୀକ୍ଷାକିମ୍ବାଅନ୍ୟାନ୍ୟମୂଲ୍ୟାୟନହୋଇପାରେ। ଚୟନହେବାପରେପ୍ରାର୍ଥୀଙ୍କୁହାଇସ୍ପିଡ୍ଟ୍ରେନ୍ଚଳାଚଳସମ୍ପର୍କିତବିଶେଷଟ୍ରେନିଂଦିଆଯାଏ।

ଆହୁରି ପଢ଼ନ୍ତୁ- Navratri Puja: କେବେ ଠାରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରି ପୂଜା ଜାଣନ୍ତୁ

କେଉଁଠିକରିବେଆବେଦନ?

ବୁଲେଟ୍ଟ୍ରେନ୍ପ୍ରକଳ୍ପସମ୍ପର୍କିତନିଯୁକ୍ତିପାଇଁଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌ରଅଧିକାରିକୱେବସାଇଟ୍nhsrcl.inରେନୋଟିଫିକେସନ୍ପ୍ରକାଶପାଏ।ଏହାରକ୍ୟାରିୟର୍ସେକ୍ସନ୍‌ରେନିଯୁକ୍ତିସମ୍ପର୍କିତସମସ୍ତତଥ୍ୟମିଳିଥାଏ।

ତେଣୁଇଚ୍ଛୁକପ୍ରାର୍ଥୀମାନେନିୟମିତଭାବେଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌ରଅଧିକାରିକୱେବସାଇଟ୍ଯାଞ୍ଚକରିବାଉଚିତ।

କେତେମିଳିବଦରମା?

ଏଚ୍‌ଏସ୍‌ଆର୍‌ପାଇଲଟ୍‌ଙ୍କଦରମାପଦ, ଅଭିଜ୍ଞତା ଓସିନିୟରିଟିଅନୁସାରେଭିନ୍ନହୋଇପାରେ।ବିଭିନ୍ନନିଯୁକ୍ତିରେପ୍ରାୟ୪୦,୦୦୦ଟଙ୍କାରୁ୧,୨୫,୦୦୦ଟଙ୍କାପର୍ଯ୍ୟନ୍ତମାସିକଦରମାଥିବାଦେଖାଯାଇଛି।ଏହାସହିତନିୟମଅନୁସାରେଅନ୍ୟାନ୍ୟଭତ୍ତାମଧ୍ୟମିଳିପାରେ।

ତେବେଦରମା, ଯୋଗ୍ୟତାଓନିଯୁକ୍ତିରନିୟମପ୍ରତ୍ୟେକବିଜ୍ଞପ୍ତିଅନୁସାରେବଦଳିପାରେ।ତେଣୁଆବେଦନ ପୂର୍ବରୁଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌ରଅଧିକାରିକନୋଟିଫିକେସନ୍ନିଶ୍ଚିତଭାବେପଢ଼ନ୍ତୁ।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.