Arrest: କବିସୂର୍ଯ୍ୟନଗର ପୋଲିସ ଦ୍ଵାରା ବାରୁଦ ମାଫିଆ ଗିରଫ

1 hour ago 1
ARTICLE AD BOX

ଗଞ୍ଜାମ କବିସୂର୍ଯ୍ୟନଗର ପୋଲିସ ଦ୍ୱାରା ପୋଲସରା ବ୍ଲକ ଜକର ଗ୍ରାମରୁ ଜଣେ ବାରୁଦ ମାଫିଆକୁ ଗିରଫ କରାଯାଇଛି | ଏହି ବାରୁଦ ମାଫିଆ ଜଣକ ହେଲେ ଚିତ୍ରସେନ ଜେନା ।ବହୁ ବର୍ଷ ଧରି ସେ ବାରୁଦ , ଡିଟୋନେଟର ଭଳି ଅନେକ ସାମଗ୍ରୀ ଯୋଗାଉଥିଲା ।

 କବିସୂର୍ଯ୍ୟନଗର ପୋଲିସ ଦ୍ଵାରା ବାରୁଦ ମାଫିଆ ଗିରଫ

କବିସୂର୍ଯ୍ୟନଗର: ଗଞ୍ଜାମ କବିସୂର୍ଯ୍ୟନଗର ପୋଲିସ ଦ୍ୱାରା ପୋଲସରା ବ୍ଲକ ଜକର ଗ୍ରାମରୁ ଜଣେ ବାରୁଦ ମାଫିଆକୁ ଗିରଫ କରାଯାଇଛି | ଏହି ବାରୁଦ ମାଫିଆ ଜଣକ ହେଲେ ଚିତ୍ରସେନ ଜେନା ।ବହୁ ବର୍ଷ ଧରି ସେ ବାରୁଦ , ଡିଟୋନେଟର ଭଳି ଅନେକ ସାମଗ୍ରୀ ଯୋଗାଉଥିଲା । ଆଉ ପୁଲିସ ଚିତ୍ତରସେନାକୁ ଗିରଫ କରିବା ସହ ବହୁ ପରିମାଣର ପାହାଡ ଫୁଟା ସାମଗ୍ରୀ ଜବତ କରିଛି। ମିଳିଥିବା ସୂଚନା ମୁତାବକ ଦୀର୍ଘ ବର୍ଷ ହେଲା ଏହି ବେପାର  ପୋଲିସ ପ୍ରଶାସନର ଜ୍ଞାତ ସାରରେ ଚଳାଇ ଆସୁଥିଲା l ଜେଲ ଯିବା ପରେ ପୁଣି ଜାମିନରେ ଆସି ବେପାର କରୁଥିଲା | ତେବେ ବର୍ତ୍ତମାନ ପ୍ରଶାସନ କେଉ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା l

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.