Anupam Kher Shares His Experience: ‘ରାମ କହିବାକୁ ୨୦୦ ଥର ଟେକ୍ ନେଇଥିଲି ‘

3 hours ago 2
ARTICLE AD BOX

ରାମାୟଣରେ ଜଟାୟୁଙ୍କ ଚରିତ୍ର ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି। ମାତା ସୀତାଙ୍କୁ ରାବଣ କବଳରୁ ରକ୍ଷା କରିବା ପାଇଁ ଜଟାୟୁଙ୍କ ସାହସିକ ସଂଘର୍ଷ ହେଉ କି ମୃତ୍ୟୁ ପୂର୍ବର ଶେଷ ମୁହୂର୍ତ୍ତ ପ୍ରତ୍ୟେକ ଦୃଶ୍ୟ ଦର୍ଶକଙ୍କୁ ଭାବବିହ୍ୱଳ କରିଛି। ତେବେ ଏହି ଚରିତ୍ରକୁ ନିଜ କଣ୍ଠସ୍ୱରରେ ଅଭିନେତା ଅନୁପମ ଖେର ଜୀବନ୍ତ କରିଛନ୍ତି। ଆଜି ଯେଉଁ ସ୍ବର ଶୁଣି ଦର୍ଶକଙ୍କ ଲୋମ ଟାଙ୍କୁରି ଉଠୁଛି, ତାକୁ ରେକର୍ଡ କରିବା ଅନୁପମ ଏତେ ସହଜ ନଥିଲା। ଜଟାୟୁଙ୍କ ଶେଷ ଡାଏଲଗ ହେ ରାମକୁ ସେ ସହଜରେ ରେକର୍ଡ କରିପାରିନଥିଲେ। ଏହି ଗୋଟିଏ ଶବ୍ଦକୁ କହିବା ପାଇଁ ତାଙ୍କୁ ୨୦୦ରୁ ଅଧିକ ଟେକ ନେବାକୁ ପଡ଼ିଥିଲା। ତେବେ ଅନୁପମ ଜଣେ ବରିଷ୍ଠ କଳକାର ହୋଇଥିବା ବେଳେ ମାତ୍ର ଗୋଟିଏ ଶବ୍ଦ କହିବାକୁ କାହିଁକି ତାଙ୍କୁ ଏତେ କଷ୍ଟ କରିବାକୁ ପଡ଼ିଥିଲା।  ଆସନ୍ତୁ ଜାଣିବା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.