ARTICLE AD BOX
ସ୍ବାମୀ ଚାଲିଯିବା ପରେ ବି ତାଙ୍କର ଚିକିତ୍ସା ଚାଲୁ ରହିଥିବା ଜାଣି ଚମକି ପଡ଼ିଥିଲେ ପତ୍ନୀ। ଫୋନକୁ ଆସିଥିବା ସେହି ଗୋଟାଏ ମେସେଜ୍ ପୂରା ପରିବାରକୁ ଚମକାଇ ଦେଇଥିଲା। ସମସ୍ତେ କେବଳ ଗୋଟାଏ କଥା ଭାବୁଥିଲେ...ମରିଯାଇଥିବା ଲୋକର ଚିକିତ୍ସା ଚାଲୁଛି କିପରି?
ରୋଗ ହେଲା...ଚିକିତ୍ସା ପାଇଁ ଡାକ୍ତରଖାନା ଗଲେ...ଆଉ ଶେଷରେ ଜୀବନ ଚାଲିଗଲା। ଅକାଳରେ ଭେଣ୍ଡିଆ ପୁଅକୁ ହରାଇ ଭାଙ୍ଗିପଡ଼ିଥିଲେ ପରିବାର ଓ ପତ୍ନୀ। ଶେଷକୃତ୍ୟ ସରିଲା ଏବଂ ପରିବାର ପୁଣି ଥରେ ସ୍ବାଭାବିକ ଜୀବନ ବଞ୍ଚିବାକୁ ଚେଷ୍ଟା କରିବାରେ ଲାଗିପଡ଼ିଲେ। ଚାହୁଁ ଚାହୁଁ ୪୨ଦିନ ବିତିଗଲା। ହେଲେ ସ୍ବାମୀ ଚାଲିଯିବା ପରେ ବି ତାଙ୍କର ଚିକିତ୍ସା ଚାଲୁ ରହିଥିବା ଜାଣି ଚମକି ପଡ଼ିଥିଲେ ପତ୍ନୀ। ଫୋନକୁ ଆସିଥିବା ସେହି ଗୋଟାଏ ମେସେଜ୍ ପୂରା ପରିବାରକୁ ଚମକାଇ ଦେଇଥିଲା। ସମସ୍ତେ କେବଳ ଗୋଟାଏ କଥା ଭାବୁଥିଲେ...ମରିଯାଇଥିବା ଲୋକର ଚିକିତ୍ସା ଚାଲୁଛି କିପରି?
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

9 hours ago
1


