ARTICLE AD BOX
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ କନ୍ଧମାଳ ଜିଲ୍ଲା ଉଦୟଗିରିସ୍ଥିତ ଜଗନ୍ନାଥ ମନ୍ଦିରରେ ତିନି ଠାକୁର ସୁନାବେଶରେ ଦର୍ଶନ ଦେଇଛନ୍ତି। ପ୍ରତ୍ୟୁଷରୁ ତିନି ଠାକୁରଙ୍କ ମହାଆଳତୀ ଲାଗିବା ପରେ ସାଧାରଣ ଭକ୍ତ ଦର୍ଶନ କରି ଥିଲେ। ମନ୍ଦିର ପୂଜକ ଅଚ୍ୟୁତ ପଣ୍ଡା ସମସ୍ତ ରୀତିନୀତି ସମାପନ କରି ପୂଜା ପାଠ ସହ ଆଳତି କରି ଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

38 minutes ago
1


