ARTICLE AD BOX
ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଉପକୂଳ ଓଡ଼ିଶା ସମେତ ଭଦ୍ରକବାସୀ ମଧ୍ୟ ବର୍ଷାରେ ବ୍ୟାପକ ପ୍ରଭାବିତ ହୋଇଛନ୍ତି। ଆଜି ଭଦ୍ରକ କଲେଜ ରୋଡ଼ ଜଗନ୍ନାଥପୁର ମୁଖ୍ୟରାସ୍ତା ଜଳାର୍ଣ୍ଣବ ହୋଇଛି। ଏହି ରାସ୍ତାରେ ଯାତାୟତ କରୁଥିବା ଲୋକେ ହଇରାଣର ସମ୍ମୁଖୀନ ହେଉଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
2


