ARTICLE AD BOX
କଳା ବିକାଶ କେନ୍ଦ୍ରର ନବୀକରଣ ହୋଇଥିବା ବହୁମୁଖୀ ମିନି ହଲ୍କୁ ବାରବାଟୀ-କଟକର ବିଧାୟିକା ସୋଫିଆ ଫିର୍ଦ୍ଦୋସ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଏକ ସଂଗୀତ ସନ୍ଧ୍ୟାର ଆୟୋଜନ ହୋଇଛି। ସମାରୋହରେ କର୍ପୋରେଟର ଲିଜାରାଣୀ ରାଉତ, କେନ୍ଦ୍ରର ପରିଚାଳନା ଟ୍ରଷ୍ଟି ରବୀନ୍ଦ୍ର ନାଥ ମହାନ୍ତି, ସଭାପତି ଡ. ବିଜୟାନନ୍ଦ ସିଂହ, ସାଧାରଣ ସମ୍ପାଦକ ସୁଦୀପ୍ତା ଦାଶ ଉପସ୍ଥିତ ଥିଲେ।
15 Nov 2026 21:40 IST
15 Nov 2026 21:40 IST
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ

18 minutes ago
1
/sambad/media/media_files/2026/11/15/whatsapp-image-2026-11-15-21-03-04.jpeg)


