ARTICLE AD BOX
ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ଦିବ୍ୟ ଓ ମନୋମୁଗ୍ଧକର ରୂପ ଭକ୍ତଙ୍କ ମନ ମୋହୁଛି। ଆକର୍ଷଣୀୟ ସାଜସଜ୍ଜା, ରଙ୍ଗିନ ଆଲୋକମାଳା ଓ ସୁନ୍ଦର ମେଢ଼ ମଧ୍ୟରେ ବିରାଜମାନ ମା’ଙ୍କ ଦର୍ଶନ ପାଇଁ ମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ଜମୁଛି। କେଉଁଠି ମା’ଙ୍କ ଶାନ୍ତ ଓ ସ୍ନେହମୟୀ ରୂପ ତ ଆଉ କେଉଁଠି ମହିଷାସୁରମର୍ଦ୍ଦିନୀଙ୍କ ଶକ୍ତିଶାଳୀ ସ୍ୱରୂପ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି।
ଜୁସଭଦ୍ରା ସାଂସ୍କୃତିକ ପରିଷଦ, ବନମାଳୀପୁର/sambad/media/media_files/2026/10/18/blipatana-bazar-2026-10-18-14-05-57.jpg)
ବାଲିପାଟଣା ବଜାର ଶ୍ରୀ ବୁଦ୍ଧନାଥ ବ୍ୟବସାୟୀ ସଙ୍ଘ ଓ ସାର୍ବଜନିନ ପୂଜା କମିଟି
1/12
/sambad/media/media_files/2026/10/18/ganga-nagar-3-2026-10-18-14-09-00.jpg)
ଗଙ୍ଗା ନଗର
2/12
/sambad/media/media_files/2026/10/18/jharapada-2026-10-18-14-10-05.jpeg)
ଝାରପଡ଼ା, ମେଳନ ପଡ଼ିଆ
3/12
/sambad/media/media_files/2026/10/18/laxmisagar-4-2026-10-18-14-12-37.jpg)
ଲକ୍ଷ୍ମୀସାଗର
4/12
/sambad/media/media_files/2026/10/18/palasuni-1-2026-10-18-14-13-43.jpeg)
ପଳାଶୁଣୀ
5/12
/sambad/media/media_files/2026/10/18/patia-1-2026-10-18-14-15-05.jpg)
ପଟିଆ
6/12
/sambad/media/media_files/2026/10/18/rangabazar-2026-10-18-14-15-46.jpg)
ରଙ୍ଗବଜାର ପୂଜା କମିଟି
7/12
/sambad/media/media_files/2026/10/18/ruchika-market-2-2026-10-18-14-16-48.jpg)
ରୁଚିକା ବଜାର ପୂଜା ମଣ୍ଡପ
8/12
/sambad/media/media_files/2026/10/18/station-bazar-2-2026-10-18-14-18-36.jpg)
ଷ୍ଟେସନ ବଜାର
9/12
/sambad/media/media_files/2026/10/18/trisulia-2026-10-18-14-20-55.jpg)
ତ୍ରିଶୁଳିଆ ବଜାର, ବାରଙ୍ଗ
10/12
/sambad/media/media_files/2026/10/18/unit-2-old-bus-stand2-2026-10-18-14-21-59.jpg)
ପୁରୁଣା ବସଷ୍ଟାଣ୍ଡ, ୟୁନିଟ୍-୨
11/12
/sambad/media/media_files/2026/10/18/vss-nagara-1-2026-10-18-14-22-58.jpeg)
ଭିଏସ୍ଏସ୍ ନଗର
12/12
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 hour ago
1

