Elephant Calf : ଦୁର୍ଗାପୂଜାରେ କେନ୍ଦୁଝର ଜଙ୍ଗଲରେ ଖୁସି ଖବର, ୨୮ଟିକିଆ ହାତୀପଲରେ ଜନ୍ମ ନେଲା ହାତୀ ଶାବକ

1 hour ago 1
ARTICLE AD BOX

ଯୋଡ଼ା (ମହେଶ୍ବର ସାହୁ): ପବିତ୍ର ଦୁର୍ଗାପୂଜା ଅବସରରେ କେନ୍ଦୁଝରରେ ଏକ ହାତୀ ଶାବକ ଜନ୍ମ ହୋଇଛି। ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ୍ କାଞ୍ଜିଆଶୁଳା ଜଙ୍ଗଲରେ ୨୮ଟିକିଆ ହାତୀପଲରେ ଏହି ହାତୀ ଶାବକ ଜନ୍ମ ହୋଇଛି। ଆଜି ସକାଳୁ ଏହି ହାତୀ ଶାବକ ଜନ୍ମ ହୋଇଥିବା ବେଳେ, ଅନ୍ୟ ହାତୀମାନେ ଏହି ଶାବକକୁ ଜଗି ରହିଛନ୍ତି ।

ବନବିଭାଗ ଲୋକଙ୍କୁ ସଚେତନ କରୁଛି

ହାତୀଙ୍କ ସହ ହାତୀ ଶାବକ କିଭଳି ସୁରକ୍ଷିତ ରହିବ ସେଥିପ୍ରତି ବିଶେଷ ଧ୍ୟାନ ଦେଇଛି ବନ ବିଭାଗ । ହାତୀ ଶାବକର ସୁରକ୍ଷା ପାଇଁ ହାତୀପଲ ହିଂସ୍ର ହେବାର ସମ୍ଭାବନା ଥିବାରୁ  ଲୋକେ କିପରି ହାତୀଙ୍କ ନିକଟକୁ ନଯିବେ, ସେଥିପ୍ରତି ବନବିଭାଗ ଲୋକଙ୍କୁ ସଚେତନ କରୁଛି ।

Manmohan Samal: ନବୀନ ପଟ୍ଟନାୟକଙ୍କୁ ମନମୋହନ ସାମଲଙ୍କ କଡ଼ା ଜବାବ୍: ଛାତ୍ରଛାତ୍ରୀଙ୍କ ଦୁଃଖ ବୁଝୁନଥିଲେ, ପଚାରୁଛନ୍ତି ପ୍ରଶ୍ନ କାହିଁକି?

Read Entire Article
LEFT SIDEBAR AD

Hidden in mobile, Best for skyscrapers.