ARTICLE AD BOX
ଭୁବନେଶ୍ବରସ୍ଥିତ ‘ସମ୍ବାଦ’ କାର୍ଯ୍ୟାଳୟ ପରିସରରେ ଆଜି ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଓ ଦେଶପ୍ରେମର ସହ ପାଳିତ ହୋଇଛି। ଏହି ଅବସରରେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ। ‘ସମ୍ବାଦ’ କନକ ନ୍ୟୁଜର ସଂପାଦକ ତନୟା ପଟ୍ଟନାୟକ ଏବଂ ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀଙ୍କ ସହିତ ପରିବାରର ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେଇଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

5 hours ago
4


