ARTICLE AD BOX
୨୮ ବଲ୍ରେ ଶତକ ମାରିଥିବା ବେଳେ ଏବେ ମାତ୍ର ୫୨ ବଲ୍ରେ ହାସଲ କରିଛନ୍ତି ଦ୍ୱିଶତକ । ଏହା ସହ ନିଜ ନାଁରେ ଯୋଡ଼ିଛନ୍ତି ବିଶ୍ୱ ରେକର୍ଡ । ଲିଷ୍ଟ A ମ୍ୟାଚ୍ରେ ସବୁଠୁ କମ୍ ବଲ୍ରେ ଦ୍ୱିଶତକ ହାସଲ କରିଛନ୍ତି ବୈଭବ ।
Vaibhav Sooryavanshi Photograph: (Sambad)ଦୋହା : ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ । ୟୁଏଇ ବିପକ୍ଷ ମ୍ୟାଚ୍ରେ ୨୮ ବଲ୍ରେ ଶତକ ମାରିଥିବା ବେଳେ ଏବେ ମାତ୍ର ୫୨ ବଲ୍ରେ ହାସଲ କରିଛନ୍ତି ଦ୍ୱିଶତକ । ଏହା ସହ ନିଜ ନାଁରେ ଯୋଡ଼ିଛନ୍ତି ବିଶ୍ୱରେକର୍ଡ । ଲିଷ୍ଟ A ମ୍ୟାଚ୍ରେ ସବୁଠୁ କମ୍ ବଲ୍ରେ ଦ୍ୱିଶତକ ହାସଲ କରିଛନ୍ତି ବୈଭବ । ଏଥିରେ ସାମିଲ ରହିଛି ୨୮ଟି ଛକା ଓ ୭ଟି ଚୌକା ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

26 minutes ago
1


