ARTICLE AD BOX
ବିହାରର ଏକ ନଳକୂଅରୁ ବାହାରିଥିବା ଏହି ଜୀବ ପ୍ରଥମ ଦୃଷ୍ଟିରେ ଜିଆ ପରି ଦିଶିଥାଏ। କିନ୍ତୁ ଏହା ଏକ ନୂଆ ମାଛ ପ୍ରଜାତି ବୋଲି ଜଣାପଡ଼ିଛି। ୨୦୨୪ ମସିହାରେ ଏହି ମାଛର ଏକ ଭିଡିଓ ଟିକ୍ଟକ୍ରେ ଭାଇରାଲ୍ ହେବା ପରେ ଜୀବବିଜ୍ଞାନୀମାେନ ଏହା ସମ୍ପର୍କରେ ଅଧିକ ଅଧ୍ୟୟନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ।
Neglect: ଦୟନୀୟ ଅବସ୍ଥାରେ ସାରଙ୍ଗଡ଼ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ
ଏହି ମାଛ ଭୂତଳ ଜଳରେ ବାସ କରୁଥିବାରୁ ଏହାର ନମୁନା ସନ୍ଧାନ କରିବା ଖୁବ୍ କାଠିକର ପାଠ ଥିଲା। ସେହି ଅଞ୍ଚଳର ନଳକୂଅରୁ ବହୁ କଷ୍ଟରେ ଆଉ ଦୁଇଟି ମାଛ କାଢ଼ିବା ସମ୍ଭବ ହୋଇଥିଲା। ପରୀକ୍ଷାରୁ ଜଣାପଡ଼ିଛି ଯେ ଚାରି ସେଣ୍ଟିମିଟର୍ ବିଶିଷ୍ଟ ଏହି ମାଛର ଶରୀର ରଙ୍ଗହୀନ ଏବଂ ଏହାର ମେରୁଦଣ୍ଡ ନାହିଁ। ଏହା ସଂପୂର୍ଣ୍ଣ ଅନ୍ଧାର ପରିବେଶରେ ବଞ୍ଚିପାରେ। ଏହାର ବୈଜ୍ଞାନିକ ନାମ ‘ଗାଙ୍ଗିଆଚ୍ଥିସ୍ ଇଣ୍ଡୋନେପାଲିକସ୍’ ରଖାଯାଇଛି।
Zonal Council Meeting: ଆଞ୍ଚଳିକ ପ୍ରତିନିଧିତ୍ୱ ସୁରକ୍ଷା ଓ ଆର୍ଥିକ ସ୍ୱାୟତ୍ତତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି

1 month ago
14


