‘ସମ୍ବାଦ’ ଏବଂ ‘କନକ ନ୍ୟୁଜ’ର ବାର୍ଷିକ ଉତ୍ସବ

55 minutes ago 2
ARTICLE AD BOX

ଦୈନିକ ‘ସମ୍ବାଦ’ର ୪୨ବର୍ଷ ଏବଂ ‘କନକ ନ୍ୟୁଜ’ର ୧୭ ବର୍ଷ ପୂର୍ତ୍ତି ଅବସରରେ ରବିବାର ଭୁବନେଶ୍ବରସ୍ଥିତ ଜୟଦେବ ଭବନରେ ବାର୍ଷିକ ଉତ୍ସବର ଆୟୋଜନ ହୋଇଛି। ସମାରୋହରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଗୋପାଳ ବଲ୍ଲଭ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ସମାରୋହରେ ରାମନ୍‌ ମ୍ୟାଗସେସ୍‌ ପୁରସ୍କାର ବିଜେତା ତଥା ବିଶିଷ୍ଟ ସାମ୍ବାଦିକ ଏବଂ ପିପୁଲ୍‌ସ ଆର୍କାଇଭ୍‌ ଅଫ୍‌ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ପି. ସାଇନାଥ ଉପସ୍ଥିତ ଅଛନ୍ତି।

 Asit Satpathy, Sambad, Bhubaneswar Photo: Asit Satpathy, Sambad, Bhubaneswar

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.