ARTICLE AD BOX
ଏସିଆନ୍ ଗେମ୍ସ ୨୦୨୬ର ମହିଳା ଟି-୨୦ ଫାଇନାଲ୍ରେ ଶ୍ରୀଲଙ୍କାକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ଏହି ବିଜୟ କେବଳ ଭାରତକୁ ସ୍ୱର୍ଣ୍ଣ ଦେଇନି, ବରଂ ଅଧିନାୟକ ହରମନପ୍ରୀତ କୌରଙ୍କୁ ଏକ ବଡ଼ ରେକର୍ଡ ମଧ୍ୟ ଦେଇଛି।
ଏସିଆନ୍ ଗେମ୍ସ ୨୦୨୬ର ମହିଳା ଟି-୨୦ ଫାଇନାଲ୍ରେ ଶ୍ରୀଲଙ୍କାକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ। ଏହି ବିଜୟ କେବଳ ଭାରତକୁ ସ୍ୱର୍ଣ୍ଣ ଦେଇନି, ବରଂ ଅଧିନାୟକ ହରମନପ୍ରୀତ କୌରଙ୍କୁ ଏକ ବଡ଼ ରେକର୍ଡ ମଧ୍ୟ ଦେଇଛି। ଟି-୨୦ ଫାଇନାଲ୍ରେ ଅଧିନାୟକ ଭାବେ ଏହା ହରମନପ୍ରୀତଙ୍କ ୧୦ମ ବିଜୟ। ଏହା ପୂର୍ବରୁ ଏହି ରେକର୍ଡ ଏମ୍.ଏସ୍. ଧୋନିଙ୍କ ନାଁରେ ଥିଲା। ଧୋନି ଅଧିନାୟକ ଭାବେ ଟି-୨୦ ଫାଇନାଲ୍ରେ ୯ଟି ବିଜୟ ହାସଲ କରିଥିଲେ। ହରମନପ୍ରୀତଙ୍କ ୧୦ମ ବିଜୟ ସହ ଏହି ରେକର୍ଡ ଏବେ ନିଜ ନାଁରେ କରିନେଇଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

2 days ago
4


