ARTICLE AD BOX
ଗତ କିଛି ଦିନ ହେବ ଭାରତରେ ଖାଦ୍ୟ ସଙ୍କଟ ଦେଖାଦେବା ନେଇ ଚର୍ଚ୍ଚା ଜୋର ଧରିଛି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଏନେଇ ଖୁଲମ ଖୁଲା କହିସାରିଛନ୍ତି। ବିଶ୍ୱରେ ଯୁଦ୍ଧର ପ୍ରଭାବ, ବଢୁଥିବା ତେଲ ଦର, ସାର ଯୋଗାଣକୁ ନେଇ ବଡ଼ ବଡ଼ ନେତା ଚିନ୍ତା ବ୍ୟକ୍ତ କରିଛନ୍ତି।
ଗତ କିଛି ଦିନ ହେବ ଭାରତରେ ଖାଦ୍ୟ ସଙ୍କଟ ଦେଖାଦେବା ନେଇ ଚର୍ଚ୍ଚା ଜୋର ଧରିଛି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଏନେଇ ଖୁଲମ ଖୁଲା କହିସାରିଛନ୍ତି। ବିଶ୍ୱରେ ଯୁଦ୍ଧର ପ୍ରଭାବ, ବଢୁଥିବା ତେଲ ଦର, ସାର ଯୋଗାଣକୁ ନେଇ ବଡ଼ ବଡ଼ ନେତା ଚିନ୍ତା ବ୍ୟକ୍ତ କରିଥିବା ବେଳେ ଏବେ ଭାରତ ପାଇଁ ଆଶ୍ୱସ୍ତ କଲା ଭଳି ଖବର ଆସିଛି। ଭାରତରେ ବଡ଼ ଖାଦ୍ୟ କିମ୍ବା ସାର ସଙ୍କଟ ହେବନି ବୋଲି କହିଛନ୍ତି ଅର୍ଥ ଆୟୋଗ ଅଧ୍ୟକ୍ଷ ଅରବିନ୍ଦ ପନଗରିୟା। ତାଙ୍କ ମତ ଅନୁସାରେ, ଏଭଳି ବଡ଼ ସଙ୍କଟର ଆଶଙ୍କା ଏବେ ଦେଖାଯାଉନି। କିନ୍ତୁ ପ୍ରଶ୍ନ ହେଉଛି, ବିଶ୍ୱର ଅନେକ ଦେଶ ଯେତେବେଳେ ଖାଦ୍ୟ ଓ ସାର ଯୋଗାଣକୁ ନେଇ ଚିନ୍ତାରେ, ଭାରତ କେମିତି ଏହି ଚାପକୁ ସମ୍ଭାଳିବ?
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

48 minutes ago
1


