ARTICLE AD BOX
ଶାରଦୀୟ ଦୁର୍ଗାପୂଜା ଅବସରରେ ମା’ଙ୍କ ପୀଠରେ ପ୍ରତିଦିନ ଭିନ୍ନଭିନ୍ନ ରୀତିନୀତିର ଆୟୋଜନ ଚାଲିଛି। ମାତୃ ନବମୀ ଦିନ ଠାରୁ ଷୋହଳ ଉପଚାର ପୂଜା ଜାରି ରହିଛି। ଏହି କ୍ରମରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସୋନପୁରସ୍ଥିତ ମା’ ସୁରେଶ୍ବରୀ ସୁସଜ୍ଜିତ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି।
ଅତିଥି ଫଟୋଗ୍ରାଫର: ସ୍ବାଗତିକା ସାହୁ, ସୋନପୁରAdvertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

51 minutes ago
1


