ARTICLE AD BOX
ଜଲଗାଓଁ ଜିଲ୍ଲାର ଜାମନେର ଡିପୋରେ ଏହି ବଡ଼ ସୁରକ୍ଷା ତ୍ରୁଟି ଦେଖାଦେଇଥିଲା। ଚୋରମାନେ ନୂଆ ବସ୍କୁ ଟାର୍ଗେଟ କରି ଚୋରି କରିବାକୁ ଚେଷ୍ଟା କରିଥିଲେ, ଯେଉଁଥିରେ ସେମାନେ ସଫଳ ବି ହୋଇଥିଲେ। ଏହାର ଏକ ଭିଡିଓ ବି ଏବେ ଭାଇରାଲ ହେବାରେ ଲାଗିଛି।
ଆଇନକୁ ଆଖି ଠାର ମାରିଲେ...ବସ୍ ଚୋରି କରିନେଲେ। ମହାରାଷ୍ଟ୍ରର ଜଲଗାଓଁରେ ଘଟିଛି ଏଭଳି ଘଟଣା। କିଛି ଦୁର୍ବୃତ୍ତ ଡିପୋରେ ରଖାଯାଇଥିବା ନୂଆ ବସ୍କୁ ଚୋରି କରିନେବାର ଯୋଜନା କରିଥିଲେ। ରାତି ହେଲା ଆଉ ଚୋରିର ଯୋଜନା ବି ସଫଳ ହେଲା। ଡିପୋରୁ ବସ୍ ଷ୍ଟାର୍ଟ କରି ଖସି ପଳାଇଥିଲେ ଚୋର। ହେଲେ ଆଗକୁ ଯାଇ ଯାହା ଘଟିଲା, ତାହା ସେମାନେ କେବେ କଳ୍ପନା ବି କରିନଥିଲେ। ଘଟଣାର ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିବା ପରେ ଭାଇରାଲ ହେଉଥିବା ଦେଖାଯାଇଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

8 hours ago
1


