ARTICLE AD BOX
ପବିତ୍ର ଛଠ୍ ପୂଜା ଅବରସରେ ରବିବାର ତୃତୀୟ ଦିନରେ ବିହାର, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଝାଡ଼ଖଣ୍ଡ ସମେତ ଅନ୍ୟ ରାଜ୍ୟଗୁଡ଼ିକରେ ଶ୍ରଦ୍ଧାଳୁମାନେ ଜଳାଶୟରେ ପହଞ୍ଚି ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଉଛନ୍ତି। ଭୁବନେଶ୍ବରର କୁଆଖାଇ ନଦୀଘାଟରେ ମଧ୍ୟ ଆଜି ସନ୍ଧ୍ୟାରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

11 minutes ago
1


