ARTICLE AD BOX
ବିହାରର ରାଜଧାନୀ ପାଟନା ଦେଇ ପ୍ରବାହିତ ଗଙ୍ଗା ନଦୀରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ପବିତ୍ର ଛଠ୍ ଅବସରରେ ଗଂଗା ନଦୀର ପାଟନା ସିଟିର ଦୀଦାରଗଂଜ ଥାନା ଅଧୀନ ମିର୍ଜାପୁର ଘାଟରେ ଦୁର୍ଘଟଣା ଘଟିଛି।
/sambad/media/media_files/2026/11/15/new-project-1-2026-11-15-17-46-42.jpg)
ପାଟନା: ବିହାରର ରାଜଧାନୀ ପାଟନା ଦେଇ ପ୍ରବାହିତ ଗଙ୍ଗା ନଦୀରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ପବିତ୍ର ଛଠ୍ ଅବସରରେ ଗଂଗା ନଦୀର ପାଟନା ସିଟିର ଦୀଦାରଗଂଜ ଥାନା ଅଧୀନ ମିର୍ଜାପୁର ଘାଟରେ ଦୁର୍ଘଟଣା ଘଟିଛି। ଛଠ ମହାପର୍ବ ଅବସରରେ ଗଂଗା ନଦୀରେ ସ୍ନାନ କରିବା ଅଥବା ଅର୍ଘ୍ୟ ଦେବା ପାଇଁ ଆସିଥିବା ଚାରି ଜଣ ଯୁବକ ଗଭୀର ପାଣିରେ ବୁଡ଼ି ଯାଇଛନ୍ତି। ଏହି ଘଟଣା ପରେ ଘାଟରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ଉଦ୍ଧାରକାରୀ ଦଳ ନିଖୋଜ ଯୁବକମାନଙ୍କୁ ଖୋଜୁଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

9 minutes ago
1


