ARTICLE AD BOX
ପଟିଆଲାର ଘୁମନ ନଗରରେ ଘର ଦେଖିବାକୁ ଯାଇଥିବା ଦମ୍ପତିଙ୍କ ଉପରେ ପିଟବୁଲ୍ କୁକୁରର ଆକ୍ରମଣ। ଘରର ଗେଟ୍ ଖୋଲିବା ମାତ୍ରେ କୁକୁରଟି ମହିଳାଙ୍କୁ ଆକ୍ରମଣ କରିଥିଲା। ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ମଧ୍ୟ ଆହତ ହୋଇଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

1 day ago
4


