ଖଡ଼ଖାଇ, ବାଙ୍କବଳ ନଦୀବନ୍ଧର ସମସ୍ତ ଗେଟ୍‌ ଖୋଲା

1 hour ago 1
ARTICLE AD BOX

ମୟୂରଭଞ୍ଜରେ ଲଗାଣ ବର୍ଷା ଯୋଗୁଁ ତିନି ଡ୍ୟାମ୍‌ରେ ପାଣି ଉଛୁଳିଛି। ଏନେଇ ରାଇରଙ୍ଗପୁର ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।ଖଡ଼ଖାଇ ନଦୀବନ୍ଧର ସମସ୍ତ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିବା ବେଳେ ପ୍ରତି ସେକେଣ୍ଡରେ ୬ ଶହ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

 Report and photos by Tushar Kant Mohanta, Rairangpur, Mayurbhanj Report and photos by Tushar Kant Mohanta, Rairangpur, Mayurbhanj

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.