‘ଓଡ଼ିଶା ବନ୍ଦ’ର ପ୍ରଭାବ କେଉଁଠି କେମିତି? ଫଟୋରେ ଦେଖନ୍ତୁ...

50 minutes ago 1
ARTICLE AD BOX

‘ଇଣ୍ଡି’ ମେଣ୍ଟ ଆଜି ଚାରି ଦଫା ଦାବି ନେଇ ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି। ସକାଳ ୬ଟାରୁ ଏହି ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ଏହି ଆନ୍ଦୋଳନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଆନ୍ଦୋଳନରେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି। ବ୍ୟାବସାୟିକ ପ୍ରତିଷ୍ଠାନ, ସାଧାରଣ ପରିବହନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବା ପାଇଁ ଆହ୍ବାନ ଦିଆଯାଇଛି। ଓଡ଼ିଶାରେ ବନ୍ଦ ପାଳନର ଦୃଶ୍ୟ ଫଟୋ ମାଧ୍ୟମରେ ଦେଖନ୍ତୁ।

 ପ୍ରେମେନ୍ଦ୍ର ପରିଚ୍ଛା ମାଲକାନଗିରିରେ କଂ‌ଗ୍ରେସର ବନ୍ଦ ପାଳନ। ଫଟୋ: ପ୍ରେମେନ୍ଦ୍ର ପରିଚ୍ଛା

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.