ARTICLE AD BOX
ପର୍ଜଙ୍ଗ: ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ଥାନା, ସାଆନ୍ଦା ହାଟ ପାଖ ବଡ଼ ବନ୍ଧରେ ବୁଡ଼ି ଯୁବକ ମୃତ l ସାଆନ୍ଦା ଗ୍ରାମର ସମୀର ମହାରଣା (୩୫) ଗତକାଲି ସନ୍ଧ୍ୟାରେ ଶୌଚ ହେବାକୁ ଯାଇ ଆଉ ଫେରି ନଥିଲେ l
Advertisment
ଦୂରରେ ଭାସୁଥିଲା ସମୀରଙ୍କ ଶବ
ଆଜି ସକାଳେ ଲୋକେ ଘର ପାଖ ବଡ଼ ପୋଖରୀ ତୁଠରେ ତାଙ୍କ ଚପଲ ଥିବା ଦେଖିଥିଲେ l ପୋଖରୀରେ କିଛି ଦୂରରେ ସମୀରଙ୍କ ଶବ ଭାସୁଥିବା ଦେଖିଥିଲେ l ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପୁଲିସ, ଅଗ୍ନିଶମ ବାହିନୀ ପହଞ୍ଚି ଶବ ଉଦ୍ଧାର କରିଥିଲେ l

18 hours ago
2


