ARTICLE AD BOX
/sambad/media/media_files/2026/11/12/whatsapp-image-20-2026-11-12-11-09-46.jpeg)
1/4
ଦୀର୍ଘଦିନ ଧରି କାବ୍ୟା ଓ ଅନିରୁଦ୍ଧଙ୍କ ସମ୍ପର୍କ ଏବଂ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଶେଷରେ ଗ୍ରୀସ୍ରେ ଏକ ଘରୋଇ ସମାରୋହରେ ଉଭୟ ନୂଆ ଜୀବନ ଆରମ୍ଭ କରିଛନ୍ତି।
/sambad/media/media_files/2026/11/12/whatsapp-i-2026-11-12-11-08-05.jpeg)
ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ଓ ସୁପରଷ୍ଟାର ରଜନୀକାନ୍ତ
2/4
ଏହି ଅବସରରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ଓ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଗ୍ରୀସ୍ରେ ପହଞ୍ଚିଥିବା ଜଣାପଡ଼ିଛି। ଏବେ ଭାରତରେ ଏହି ନବଦମ୍ପତିଙ୍କ ପାଇଁ ଏକ ବଡ଼ ଭୋଜିର ଆୟୋଜନ ହେବାକୁ ଯାଉଛି।
/sambad/media/media_files/2026/11/12/kavya-maran-wedding-lehenga-details-2026-11-12-11-09-59.webp)
କାବ୍ୟାଙ୍କ ବିବାହ ପୋଷାକକୁ ନେଇ ଚର୍ଚ୍ଚା
3/4
କାବ୍ୟାଙ୍କ ବିବାହ ପୋଷାକକୁ ପ୍ରସିଦ୍ଧ ଫ୍ୟାଶନ୍ ଡିଜାଇନର ତରୁଣ ତାହିଲିଆନୀ ଡିଜାଇନ୍ କରିଥିବା ବେଳେ ସେଲିବ୍ରିଟି ଷ୍ଟାଇଲିଷ୍ଟ ଏମି ପଟେଲ୍ ଏହାକୁ ଷ୍ଟାଇଲ୍ କରିଥିଲେ। ସେ ରୋଜ୍ ଗୋଲ୍ଡ ଓ ହାଲୁକା ଗୋଲାପୀ ରଙ୍ଗର ଏକ ମରମେଡ୍ କଟ୍ ଲେହେଙ୍ଗା ପିନ୍ଧିଥିଲେ। ପାରମ୍ପରିକ ବିବାହ ପୋଷାକଠାରୁ ଭିନ୍ନ ଏହି ଲେହେଙ୍ଗାର ଡିଜାଇନ୍ ତାଙ୍କୁ ଏକ ଆଧୁନିକ ଓ ରାଜକୀୟ ଲୁକ୍ ଦେଇଥିଲା।
/sambad/media/media_files/2026/11/12/whatsapp-2026-11-12-11-11-17.jpeg)
ଅଳଙ୍କାର
4/4
ବିବାହ ପୋଷାକ ସହ କାବ୍ୟାଙ୍କ ଅଳଙ୍କାର ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି। ଭାରୀ ଗହଣା ବଦଳରେ ସେ ଏକ ସୁନ୍ଦର ହୀରାର ଚୋକର୍ ହାର ପିନ୍ଧିଥିଲେ। ଏହା ସହ ମେଳ ଖାଉଥିବା ଝୁଲନ୍ତା କାନଫୁଲ ଓ ହାତରେ ହୀରାର ଚୁଡ଼ି ତାଙ୍କ ଲୁକ୍କୁ ଆହୁରି ଆକର୍ଷଣୀୟ କରିଥିଲା।

1 hour ago
2


