ARTICLE AD BOX
ବିଶ୍ବ ହୃଦୟ ଦିବସରେ ସନ୍ସାଇନ୍ ହସ୍ପିଟାଲ୍ ପକ୍ଷରୁ ଏକ ହୃଦସ୍ବାସ୍ଥ୍ୟ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ହସ୍ପିଟାଲ୍ର ଡାକ୍ତର, ସ୍ବାସ୍ଥ୍ୟକର୍ମୀ, କର୍ମଚାରୀ, ରୋଗୀ ଓ ପରିବାର ସଦସ୍ୟମାନେ ଯୋଗଦେଇଥିଲେ।
/sambad/media/media_files/2026/10/01/01bbs_59_01102026_112-2026-10-01-20-11-23.jpg)
ଭୁବନେଶ୍ବର: ବିଶ୍ବ ହୃଦୟ ଦିବସରେ ସନ୍ସାଇନ୍ ହସ୍ପିଟାଲ୍ ପକ୍ଷରୁ ଏକ ହୃଦସ୍ବାସ୍ଥ୍ୟ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା। ଏଥିରେ ହସ୍ପିଟାଲ୍ର ଡାକ୍ତର, ସ୍ବାସ୍ଥ୍ୟକର୍ମୀ, କର୍ମଚାରୀ, ରୋଗୀ ଓ ପରିବାର ସଦସ୍ୟମାନେ ଯୋଗଦେଇଥିଲେ। ଏହି ଅବସରରେ କିଛି ହୃଦରୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶ୍ବ ହୃଦୟ ମହାସଂଘର ଚଳିତ ବର୍ଷର ବିଷୟବସ୍ତୁ ‘ଡୋଣ୍ଟ ମିସ ଏ ବିଟ୍’ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ହସ୍ପିଟାଲ୍ର କନସଲଟାଣ୍ଟ (ଇଣ୍ଟରଭେନ୍ସନାଲ୍ କାର୍ଡିଓଲୋଜିଷ୍ଟ) ଡାକ୍ତର ରାକେଶ ପ୍ରସାଦ ଦାଶ, ଡାକ୍ତର ଶୁଭାଶିଷ ସିଂହ ଓ ଡାକ୍ତର ବେରିୟାନ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

45 minutes ago
1


