Vigilance Raid: ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, ୧୦ ହଜାର ନେଉଥିଲେ ଲାଞ୍ଚ

2 months ago 16
ARTICLE AD BOX
 ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, ୧୦ ହଜାର ନେଉଥିଲେ ଲାଞ୍ଚ

କେସିଙ୍ଗା: କଳାହାଣ୍ଡିଜିଲ୍ଲା ଥୁଆମୂଲ ରାମପୁର ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ଭିଜିଲାନ୍ସଜାଲରେ ଫସିଛନ୍ତି। ‘ଏସ୍‌ଏଚ୍‌ଜି’ର ବିଲ୍ କରିଦେବା ପାଇଁ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସ୍କୁଲ୍‌ରେ ମେସ ଚଲାଉଥିବା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମହିଳାଙ୍କ ୩ ମାସର ବିଲ୍‌ କରେଇବା ପାଇଁ  ଟଙ୍କା ନେଉଥିଲେ। ତାଙ୍କ ଭବାନୀପାଟଣାସ୍ଥିତ ଭଡ଼ା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। 

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.