US Open: ଏଥର ୟୁଏସ୍‌ ଓପନ୍‌ରେ ୧୦୮ ମିଲିଅନ୍‌ ଡଲାର ପୁରସ୍କାର ରାଶି

1 month ago 11
ARTICLE AD BOX

ନ୍ୟୁୟର୍କ: ଚଳିତ ବର୍ଷର ଶେଷ ଗ୍ରାଣ୍ଡ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ୟୁଏସ୍‌ ଓପନ୍‌ରେ ୧୦୮ ମିଲିୟନ୍‌ ଡଲାର (ପ୍ରାୟ ୧୦୩୪ କୋଟି ଟଙ୍କା) ପୁରସ୍କାର ରାଶି ପ୍ରଦାନ କରାଯିବ। ଯାହା ଟେନିସ୍‌ ଇତିହାସରେ ସବୁଠାରୁ ବଡ଼ ପୁରସ୍କାର ରାଶି।

ଗତ ବର୍ଷଠୁ ୧୦ ପ୍ରତିଶତ ଅଧିକ ପୁରସ୍କାର

ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ନ୍ୟୁୟର୍କରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ପୁୁରୁଷ ଓ ମହିଳା ଏକକ ବିଜେତାଙ୍କୁ ୫.୫ ମିଲିୟନ୍‌ ଡଲାର (ପ୍ରାୟ ୧୪.୩୪ କୋଟି ଟଙ୍କା) ଲେଖାଏଁ ପୁରସ୍କାର ମିଳିବ। ଯାହା ଗତ ବର୍ଷଠୁ ୧୦ ପ୍ରତିଶତ ଅଧିକ। ପ୍ରଥମ ରାଉଣ୍ଡରେ ପହଞ୍ଚିଥିବା ଖେଳାଳି ୧୪୦,୦୦୦ ଡଲାର (ପ୍ରାୟ ୧.୩୫ କୋଟି ଟଙ୍କା) ପୁରସ୍କାର ରାଶି ପାଇବେ। ଏହା ମଧ୍ୟ ଗ୍ରାଣ୍ଡ ସ୍ଲାମ୍‌ ରେକର୍ଡ ପୁରସ୍କାର ରାଶି। ଗତ ବର୍ଷଠୁ ଏଥର ୨୭ ପ୍ରତିଶତ ବଢ଼ିଛି।

Kalinga; କଳିଙ୍ଗରେ ତାରକାଙ୍କ ଭିଡ଼: ଶନିବାର ମହାଦେଶୀୟ ଲଢ଼େଇ

Read Entire Article
LEFT SIDEBAR AD

Hidden in mobile, Best for skyscrapers.